ଶ୍ରମର ମହତ୍ତ୍ଵ //ଅବ୍ରହାମଲିଙ୍କନଙ୍କ ପିତା ଜୋତା ତିଆରି କରୁଥିଲେ.ଆମେରିକାର ଅଭିଜାତ୍ୟ ବର୍ଗକୁ ବଡ଼ ଆଘାତ ଲାଗିଲା.ଲିଙ୍କନ କହୁଥିଲେ ତାଙ୍କବାପାଙ୍କ ତିଆରି ଜୋତାରେ ତାଙ୍କର ଆତ୍ମା ବାସ କରୁଥିଲା ..ମୁଁ ନିଜ ପିତା ଏବଂ ତାଙ୍କ କର୍ମକୁ ନେଇ ଗର୍ବିତ।”
ଅବ୍ରହାମ ଲିଙ୍କନଙ୍କ ପିତା ଜୋତା ତିଆରି କରୁଥିଲେ, ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆମେରିକାର ଅଭିଜାତ୍ୟ ବର୍ଗକୁ ବଡ଼ ଆଘାତ ଲାଗିଲା! ସିନେଟ ସମ୍ମୁଖରେ ସେ ଯେବେ ନିଜର ପ୍ରଥମ ଅଭିଭାଷଣ ଦେବାକୁ ଛିଡ଼ା ହେଲେ, ଜଣେ ସିନେଟର…