ହତାଶ ଓଡ଼ିଶା ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ଆସିଥିଲେ ଅମିତ ଶାହା. ଭୃଗୁ ବକ୍ସିପାତ୍ର
ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ଯ ବିଜେପିକୁ ସମାଲୋଚନା କଲେ ଭୃଗୁ ବକ୍ସିପାତ୍ର!.ହତାଶ ଓଡ଼ିଶା ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ଯ ବିଜେପିକୁ ସମାଲୋଚନା କରି ଏପରି…