କେନ୍ଦ୍ର ସରକାରଙ୍କର ଓଡ଼ିଆ ଅସ୍ମିତାର ପ୍ରୀତି ନାହିଁ। ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେଲେନାହିଁ. ନବୀନବାବୁ ଙ୍କ ଗ୍ୟାରେଣ୍ଟି ରେ ଓଡିଶା ଲୋକଙ୍କ ବିଶ୍ୱାସ ଅଛି.
ନବୀନ ଗ୍ୟାରେଣ୍ଟିର ୨୦ ନମ୍ବରରେ ରହିଛି ଭାଷା ହିଁ ଭବିଷ୍ୟତ। ଓଡ଼ିଆ ଭାଷାର ବିକାଶ , ପ୍ରଚାର ଓ ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଗ୍ୟାରେଣ୍ଟି ଦେଇଛନ୍ତି । ନିର୍ବାଚନୀ ଇସ୍ତାହାରରେ ଭାଷାର ବିକାଶ ନେଇ ବିଜେଡିର ବିସ୍ତୃତ ସୂଚନା ଦିଆଯାଇଛି ।…