ତଦନ୍ତ ତଦନ୍ତ ଅନେକ ଦିନ ହେବ ଆମେ ଶୁଣୁଛୁ.ଖାଲି ଗପ !! ପାଣ୍ଡିଆନ ଆଜିବି ହେଲିକ୍ୟାପ୍ଟର ରେ ବୁଲୁଛନ୍ତି…ବିଜେପି କରୁଛି ଅଯଥା ରାଜନୀତି । ହେଲିକପ୍ଟରରେ କାର୍ତ୍ତିକ ପାଣ୍ଡିଆନଙ୍କ ବୁଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ ।
ବିଜେପି କରୁଛି ଅଯଥା ରାଜନୀତି । ହେଲିକପ୍ଟରରେ କାର୍ତ୍ତିକ ପାଣ୍ଡିଆନଙ୍କ ବୁଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ । ହେଲିକପ୍ଟର ଖର୍ଚ୍ଚ ତଦନ୍ତ ନେଇ ଅଯଥା ରାଜନୀତି କରୁଛନ୍ତି ସରକାର । ତଦନ୍ତ ହେବ ବୋଲି ପରିବହନ…