କିଏ କହିଲା ବିଜେଡି ରେ ଠିକ ଚାଲୁନି.ଅସନ୍ତୋଷ ସବୁଠି ଥାଏ , ସବୁ ଦଳରେ ଅସନ୍ତୋଷ ଅଛି’‘ଟ୍ରେନ ଯିବାବେଳେ କିଛି ଲୋକ ଚଢ଼ନ୍ତି କିଛି ଓହ୍ଲାନ୍ତି’ସମୟ ବଡ଼ ବଳବାନ , ଦେଖନ୍ତୁ ଆଗକୁ କ’ଣ ହେଉଛି:ଶାରଦା ନାଏକ.MSP ୩୧ଶହ ଟଙ୍କା , ମାଗଣା ବିଜୁଳି ଭଳି ବଡ଼ କଥା କହିଲେ. କୁଆଡେ ଗଲା. ପଦ୍ମନାଭ ବେହେରା..ଭି କେ. ପାଣ୍ଡିଆନ୍ ଓ ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ ଫରକ!.ନୃସିଂହ ସାହୁ
ବିଜେଡ଼ି ବିଧାୟକ ଶାରଦା ନାୟକଙ୍କ ବିସ୍ଫୋରକ ବୟାନବିଜେଡ଼ିର ବରିଷ୍ଠ ନେତାଙ୍କ ଅସନ୍ତୋଷ ନେଇ ପ୍ରତିକ୍ରିୟା‘ବିଜେଡ଼ିରେ ଲାଗିଥିବା ଅସନ୍ତୋଷକୁ ତିଆରି କରାଯାଇଛି’‘ଅସନ୍ତୋଷ ସବୁଠି ଥାଏ , ସବୁ ଦଳରେ ଅସନ୍ତୋଷ ଅଛି’‘ଟ୍ରେନ ଯିବାବେଳେ କିଛି ଲୋକ ଚଢ଼ନ୍ତି କିଛି ଓହ୍ଲାନ୍ତି’ସମୟ ବଡ଼ ବଳବାନ…