ମେଣ୍ଟ ବାଉଳାରେ ମେଣ୍ଟାଲ ହେଲାଣି ଗଣତନ୍ତ୍ର, ପାଗେଳା ହେଲେଣି ଭୋଟର ଓ ସବୁ ଦଳର କର୍ମୀ,କେତେଦିନ ଚାଲିବ ଭେଳିକି କିଏ କହିବ, ଏକ ଉପସ୍ଥାପନା, ସମ୍ପାଦକୀୟ ଦର୍ଶନ ସମୀକ୍ଷା
ମେଣ୍ଟ ର ମାୟା ଜାଲରେ ପାଗେଳା ହେଲେଣି ଦୁଇ ଦଳର ନେତା,,,, କେତେବେଳେ କଣ କହୁଛନ୍ତି ନିଜେ ବି ଜାଣିପାରୁନାହାନ୍ତି,,ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନି’କିମ୍ବା ହେବନି ବୋଲି କହୁଥିବା ବେଳେ ପୁଣି ଆଲୋଚନା ହେଲାଣି ମେଣ୍ଟ ହେଇପାରେ,ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବାକୁ ନେଇ…