Critics not only resort to criticism in the political sphere but knowingly or unknowingly in every sphere of life.Dr santosh kumar mohapatra

Peril of being criticsCritics have major contributions to society who brings social reformation, act as a brake against societal conflagration and force the ruling class to adopt pro people policies,…

Read More

ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ହିନ୍ଦି ହାର୍ଟ ଲାଇନ୍‌ରେ ଥିବା ଉତ୍ତରପ୍ରଦେଶରେ ଏଥର ବିଜେପିକୁ ମିଳିବ ୭୦ରୁ ୮୦ ସିଟ୍‌ । ଗତ ଥର ଭଳି ଏଥର ମଧ୍ୟ ଏଠାରୁ ବିଜେପି ୫୦ ପ୍ରତିଶତ ଭୋଟ ପାଇବ ।

ସାଧାରଣ ନିର୍ବାଚନକୁ ରହିଲା ଖୁବ୍ କମ୍‌ ସମୟ । ହାତରେ ଅଳ୍ପ ଦିନ । ଆଉ ଏହାରି ଭିତରେ ବିଭିନ୍ନ ଘରୋଇ ସଂସ୍ଥା ଆରମ୍ଭ କରି ସାରିଲେଣି ନିର୍ବାଚନୀ ସର୍ଭେ । କେଉଁ ଦଳ କେତେ ସିଟ୍‌ ପାଇବେ , କିଏ…

Read More

ବିହାର ରାଜନୀତି ରେ ହଲଚଲ,ଲାଲୁ ଙ୍କ ଆରଜେଡି ଆଉଟ,ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ହଟଚମଟ, ବିଜେପି ସହଯୋଗରେ ପୁଣି ସରକାର ଗଢ଼ିବା ସମ୍ଭାବନା।

ବିହାର ରାଜନୀତିରେ ହଲଚଲ୍ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ହଟଚମଟ, ବିଜେପି ସହଯୋଗରେ ପୁଣି ସରକାର ଗଢ଼ିବା ସମ୍ଭାବନା। ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ନୀତିଶ କୁମାର, ୨୮ ଜାନୁଆରୀରେ ଶପଥ ନେଇପାରେ ନୂଆ ମନ୍ତ୍ରିମଣ୍ଡଳ। ବିହାରରେ ନୂଆ ରୂପରେ ଫେରୁଛି…

Read More

Gujarat: अहमद पटेल की विरासत के लिए भाई-बहन में जंग, भरुच में लगे ‘मैं भी लडूंगा’ के होर्डिंगअहमदाबाद। लोकसभा चुनाव नजदीक आने के साथ ही गुजरात की भरुच लोकसभा सीट पर दावेदारों के बीच रस्साकसी बढ़ती जा रही है।

Gujarat: अहमद पटेल की विरासत के लिए भाई-बहन में जंग, भरुच में लगे 'मैं भी लडूंगा' के होर्डिंगअहमदाबाद। लोकसभा चुनाव नजदीक आने के साथ ही गुजरात की भरुच लोकसभा सीट पर…

Read More

ସଚେତନତା କାର୍ଯ୍ୟକ୍ରମ ନାଁରେ ସରକାରୀ ପ୍ରଚାର ପ୍ରସାର । ସରକାରୀ ଟଙ୍କାରେ ବ୍ରାଣ୍ଡ ନବୀନ ପ୍ରମୋସନ । ଆମ ଓଡିଶା ନବୀନ ଓଡିଶା, ନୂଆ ଓ’ ଆଉ ଏବେ BSKY-ନବୀନ କାର୍ଡ । ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କାର୍ଯ୍ୟକ୍ରମ ନାଁରେ ତଳସ୍ତରରେ କୋଟି କୋଟି ଖର୍ଚ୍ଚ କରି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ସରକାର । ଗ୍ରାମାଞ୍ଚଳ ଲୋକଙ୍କ ଲାଗି BSKY-ନବୀନ କାର୍ଡ ଘୋଷଣା କରାଯିବା ପରେ ଏବେ ତାକୁ ଗ୍ରାଉଣ୍ଡ ସ୍ତରରେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ ।

*🥀🌸ସରକାରୀ ଟଙ୍କାରେ ବିଜେଡି କରୁଛି କି ବ୍ରାଣ୍ଡ ନବୀନର ପ୍ରମୋସନ ?* ସଚେତନତା କାର୍ଯ୍ୟକ୍ରମ ନାଁରେ ସରକାରୀ ପ୍ରଚାର ପ୍ରସାର । ସରକାରୀ ଟଙ୍କାରେ ବ୍ରାଣ୍ଡ ନବୀନ ପ୍ରମୋସନ । ଆମ ଓଡିଶା ନବୀନ ଓଡିଶା, ନୂଆ ଓ' ଆଉ ଏବେ…

Read More

ଗଣତନ୍ତ୍ରରେ ନିର୍ବାଚିତ ସରକାର ସବୁଠାରୁ କ୍ଷମତାଶାଳୀ । ଖାସ ସେଇଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ରାତିରେ ଯାହାକୁ ସ୍ୱପ୍ନରେ ଦେଖୁଛନ୍ତି । ସକାଳ ହେବା ପୂର୍ବରୁ ତାକୁ ଆଇନରେ ପରିଣତ କରି ପାରୁଛନ୍ତି । ଅବଶ୍ୟ ମୋଦିଙ୍କ ପଛରେ ଲୋକସଭାର ୩୦୩ ବିଜେପି ସାଂସଦଙ୍କର ଦୃଢ଼ ସମର୍ଥନ ରହିଛି

ସବୁଠାରୁ ଶକ୍ତିଶାଳୀ ନିର୍ବାଚିତ ସରକାର ଗଣତନ୍ତ୍ରରେ ନିର୍ବାଚିତ ସରକାର ସବୁଠାରୁ କ୍ଷମତାଶାଳୀ । ଖାସ ସେଇଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ରାତିରେ ଯାହାକୁ ସ୍ୱପ୍ନରେ ଦେଖୁଛନ୍ତି । ସକାଳ ହେବା ପୂର୍ବରୁ ତାକୁ ଆଇନରେ ପରିଣତ କରି ପାରୁଛନ୍ତି । ଅବଶ୍ୟ ମୋଦିଙ୍କ…

Read More

ନୀଳଗିରି: ବିଧାୟକଙ୍କ ସାମ୍ନାରେ ଶିଳାନ୍ୟାସ ଫଳକ ଭାଙ୍ଗିଲେ ସରପଞ୍ଚଶିଳାନ୍ୟାସ ଫଳକରେ ନାଁ ନଥିବାରୁପ୍ରତିବାଦରେଭାଙ୍ଗିଦେଲେ ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ପଲିଟିକାଲହାଇଡ୍ରାମା

ନୀଳଗିରି: ବିଧାୟକଙ୍କ ସାମ୍ନାରେ ଶିଳାନ୍ୟାସ ଫଳକ ଭାଙ୍ଗିଲେ ସରପଞ୍ଚଶିଳାନ୍ୟାସ ଫଳକରେ ନାଁ ନଥିବାରୁପ୍ରତିବାଦରେଭାଙ୍ଗିଦେଲେ ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ପଲିଟିକାଲହାଇଡ୍ରାମା କଳାକାଦରୁ ଆମ୍ବଝର ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଫଳକ,ଶିଳାନ୍ୟାସ ପାଇଁ ପହଞ୍ଚିଥିଲେ ବିଧାୟକସୁକାନ୍ତ ନାୟକ ଫଳକ ଉପରେ ବସିଥିଲେ…

Read More

Privacy and democratic rights annihilated To be revised Unceremoniously and undemocratically 146 MPs was suspended from Lok Sabha which is tantamount to decimation of our parliament, Dr Santosh Ku Mohapatra

Privacy and democratic rights annihilated Dr Santosh Kumar Mohapatra Tobe revised Unceremoniously and undemocratically 146 MPs ( around 100 from Rajya Sabha and 46 from Lok Sabha) was suspended from…

Read More

ବିପ୍ଳବ ପାତ୍ର – ଏକ ଉଜ୍ଵଳ ରାଜନୈତିକ ସମ୍ଭାବନା। ଆଜି ଦିଗପହଣ୍ଡି କାହିଁକି ସମଗ୍ର ଓଡ଼ିଶାରେ ବିପ୍ଳବ ପାତ୍ର ଏକ ଚର୍ଚ୍ଚିତ ନାମ। ଚର୍ଚ୍ଚିତ ହେବାର ମୁଖ୍ୟ କାରଣ ହେଲା ଗତ କିଛି ଦିନ ମଧ୍ୟରେ ଦିଗପହଣ୍ଡିରେ ଘଟିଯାଇଥିବା ରାଜନୈତିକ ଘଟଣା କ୍ରମ। ତେବେ କିଏ ଏହି ବିପ୍ଳବ ପାତ୍ର ? କ’ଣ ତାଙ୍କର ପ୍ରକୃତ ପରିଚୟ ?? କେତେ ଜାଣୁ ଆମେ ମାନେ ତାଙ୍କୁ ?ଏକ ଉପସ୍ଥାପନା

ବିପ୍ଳବ ପାତ୍ର - ଏକ ଉଜ୍ଵଳ ରାଜନୈତିକ ସମ୍ଭାବନା। ଆଜି ଦିଗପହଣ୍ଡି କାହିଁକି ସମଗ୍ର ଓଡ଼ିଶାରେ ବିପ୍ଳବ ପାତ୍ର ଏକ ଚର୍ଚ୍ଚିତ ନାମ। ଚର୍ଚ୍ଚିତ ହେବାର ମୁଖ୍ୟ କାରଣ ହେଲା ଗତ କିଛି ଦିନ ମଧ୍ୟରେ ଦିଗପହଣ୍ଡିରେ ଘଟିଯାଇଥିବା ରାଜନୈତିକ ଘଟଣା…

Read More

ବିଜେଡି ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ ପ୍ରେସ କୁ ଡାକିଲେ…

ବିଜେଡି ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ ପ୍ରେସ କୁ ଡାକିଲେ. ଖୋଲା ଖୋଲି କହିଲେ କେନ୍ଦ୍ର ସରକାର ମନ ଇଛା ଦରଦାମ ବୃଦ୍ଧି କରୁଥିବାରୁ ସାଧାରଣ ଜନତା ବହୁତ ଅସୁବିଧା ରେ ପଡ଼ୁଛନ୍ତି ତେଣୁ ଆମେ ମାନେ ଏହାର ଦୃଢ ବିରୋଧ କରିବୁ.…

Read More

You Missed