ସମ୍ବଲପୁର ର ଡାକ୍ତର ଶଙ୍କର ବାବୁ ଙ୍କ ଅଭିନବ ପ୍ରୟାସ.. ଚାହିଦା ବହୁତ ଦେଖାଗଲାଣି.
ସମ୍ବଲପୁରର ଟଙ୍କିକିଆ ଡାକ୍ତର ଶଙ୍କର ରାମ ଚନ୍ଦାନୀ ।ଗାଡି ପଛରେ ଲେଖିଦେଲେ " ମୁଁ ଡାକ୍ତର ଜରୁରୀ ସ୍ବାସ୍ଥ୍ୟ ଗତ ସମସ୍ୟା ହେଲେ ମୋତେ ଅଟକାଇ ପାରିବେ " !ସତରେ ଭଗବାନଙ୍କୁ ପ୍ରତ୍ୟକ୍ଷ କିଏ ଦେଖି ନାହାଁନ୍ତି ।କିନ୍ତୁ ଭଗବାନଙ୍କ ଆଶୀର୍ବାଦ…