ହସିଲାଣି କାଶତଣ୍ଡୀ, ଆସୁଛନ୍ତି ମା’ । ଆଉ ପବନରେ ସାଉଁଳିହେଉଛି ଧୋବ ଫର ଫର କାଶତଣ୍ଡୀ । ଧଳାର ଚାଦରରେ ବିମଣ୍ଡିତ ହୋଇଛି ଧରଣୀ ରାଣୀ
ଭୁବନେଶ୍ୱର, ୨୨/୯ : ହସିଲାଣି କାଶତଣ୍ଡୀ, ଆସୁଛନ୍ତି ମା' । ଆଉ ପବନରେ ସାଉଁଳିହେଉଛି ଧୋବ ଫର ଫର କାଶତଣ୍ଡୀ । ଧଳାର ଚାଦରରେ ବିମଣ୍ଡିତ ହୋଇଛି ଧରଣୀ ରାଣୀ । ଆସିଛି ଆଶ୍ୱିନ ଆସିବେ ଜଗଧାତ୍ରୀ । ସଜେଇ ହେଲାଣି…