ଗୁରୁବାର ମାଣବସା ଓଷା//ଜଗତର ପଡ଼ିଦାତ୍ରୀ ମା ଲକ୍ଷ୍ମୀ ସାଆନ୍ତାଣୀ ଯାହାଙ୍କର କାନ୍ତି ଶୁଦ୍ଧ ସୁବର୍ଣ୍ଣ ପରି ପ୍ରଭାମୟ ଏବଂ ଯାହାଙ୍କୁ ହିମାଳୟ ପରି ଉଚ୍ଚ ଓ ଶୁଭ୍ର ଚାରିଟି ଶ୍ୱେତ ଗଜରାଜ ନିଜର ଶୁଣ୍ଢରେ ଅମୃତକଳସ ଧାରଣ କରି ଅହରହ ଅଭିଷେକ କରନ୍ତି..ଗୁରୁବାର ବ୍ରତ ର ଶୁଭକାମନା

ଜଗତର ପଡ଼ିଦାତ୍ରୀ ମା ଲକ୍ଷ୍ମୀ ସାଆନ୍ତାଣୀ ଙ୍କ ମାର୍ଗଶୀର ଗୁରୁବାର ବ୍ରତ ର ଶୁଭକାମନା ମାର୍ଗଶୀର ଗୁରୁବାର ମାଣବସା ଓଷା କାନ୍ତ୍ୟା କାଞ୍ଚନସନ୍ନିଭାଂ ହିମଗିରି ପ୍ରଖ୍ୟୈ ଶ୍ଚତୁର୍ଭିର୍ଗଜୈ ।ହସ୍ତୋତ୍‌କ୍ଷିପ୍ତ ହିରଣ୍ମୟାମୃତ ଘଟୈ ରାସିଚ୍ୟମାନାଂଶ୍ରିୟମ୍ ॥ବିଭ୍ରାଣାଂ ବରମବ୍‌ଜଯୁଗ୍ମମଭୟାଂ ହସ୍ତୈଃ କିରୀଟୋଜ୍ଜ୍ୱଳାଂ ।କ୍ଷୋମାବଦ୍ଧ ନିତମ୍ବବିମ୍ବ…

Read More

ଉତ୍ପନ୍ନା ଏକାଦଶୀ//ଶ୍ରୀବିଷ୍ଣୁଙ୍କ ଶରୀରରୁ ଗୋଟିଏ କନ୍ୟା ଜାତ ହେଲା । ଏହି କନ୍ୟାଟି ହେଲା ‘ ଉତ୍ପନ୍ନା..ଭଗବାନ ବିଷ୍ଣୁ ଦେବତାଙ୍କ ଉପରେ ଅତ୍ୟାଚାର କରୁଥିବା ମୁର ନାମକ ରାକ୍ଷସର ନିଧନ ପାଇଁ ନିଜ ଶରୀରରୁ ଜଣେ ତେଜସ୍ୱୀ କନ୍ୟାଙ୍କୁ ଉତ୍ପନ କରିଥିଲେ ।

ଉତ୍ପନ୍ନା ଏକାଦଶୀ କୃଷ୍ଣ ପକ୍ଷ ଏକାଦଶୀ ଓ ଶୁକ୍ଳ ପକ୍ଷ ଏକାଦଶୀ ଭାବେ ମାସରେ ଏହି ଦୁଇ ଏକାଦଶୀ ପାଳନ କରାଯାଇଥାଏ । ମାର୍ଗଶୀରମାସର କୃଷ୍ଣ ପକ୍ଷ ଏକାଦଶୀକୁ ବର୍ଷର ପ୍ରଥମ ଏକାଦଶୀ ଭାବେ ବିବେଚନା କରାଯାଏ । ସେହିଭଳି କାର୍ତ୍ତିକ…

Read More

ପ୍ରଥମାଷ୍ଟମୀ//ମାର୍ଗଶୀର ମାସର କୃଷ୍ଣ ପକ୍ଷର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ. ଓଡିଶାରେ ପ୍ରଚଳିତ ପଞ୍ଜିକା ଅନୁସାରେ ଗଣନା କରା ଯାଏ. ସେଥିପାଇଁ ମାର୍ଗଶୀର ମାସକୁ ‘ଅଗ୍ରହାୟଣ ମାସ’ କୁହାଯାଇ ଥାଏ.

ପ୍ରଥମାଷ୍ଟମୀ ଆମ ଓଡିଶା ଏକ ପର୍ବ ବହୁଳ ରାଜ୍ୟ l ଓଡ଼ିଆର ପରମ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଭଳି ତାର ମଧ୍ୟ ବାର ମାସରେ ତେର ପର୍ବ l ଏ ପର୍ବମାନଙ୍କ ଭିତରୁ ଏକ ପ୍ରମୁଖ ପର୍ବ ହେଉଛି ପ୍ରଥମାଷ୍ଟମୀ l…

Read More

ବସନ୍ତ ଗୁଣ୍ଡିଚା ଯାତ୍ରା //ଶ୍ରୀଜଗନ୍ନାଥଙ୍କ ଦୋଳଯାତ୍ରାକୁ କୁହାଯାଇଛି ‘ବସନ୍ତ ଗୁଣ୍ଡିଚା’। ଶାସ୍ତ୍ରଗ୍ରନ୍ଥମାନଙ୍କରେ ଏ ସଂପର୍କରେ ଉଲ୍ଲେଖ ଅଛି। ‘ନୀଳାଦ୍ରି ମହୋଦୟ’ରେ କୁହାଯାଇଛି- ଯେଉଁମାନେ ଏହି ଉତ୍ସବରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କରନ୍ତି, ସେମାନେ ଶ୍ରୀଗୁଣ୍ଡିଚାଯାତ୍ରାରେ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବାର ପୁଣ୍ୟଫଳ ପାଆନ୍ତି। ସେମାନଙ୍କର ଆଉ ପୁନର୍ଜନ୍ମ ହୁଏନାହିଁ।

ଆଜି ଆସନ୍ତୁ ଜାଣିବା ( ଶ୍ରୀଜଗନ୍ନାଥଙ୍କ ବସନ୍ତ ଗୁଣ୍ଡିଚା ) ସମ୍ବନ୍ଧରେ ।। ଶ୍ରୀଜଗନ୍ନାଥଙ୍କ ଦୋଳଯାତ୍ରାକୁ କୁହାଯାଇଛି ‘ବସନ୍ତ ଗୁଣ୍ଡିଚା’। ଶାସ୍ତ୍ରଗ୍ରନ୍ଥମାନଙ୍କରେ ଏ ସଂପର୍କରେ ଉଲ୍ଲେଖ ଅଛି। ‘ନୀଳାଦ୍ରି ମହୋଦୟ’ରେ କୁହାଯାଇଛି- ଯେଉଁମାନେ ଏହି ଉତ୍ସବରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କରନ୍ତି, ସେମାନେ…

Read More

କିମ୍ବଦନ୍ତୀ//କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଦିବସ ନାମରେ ମଧ୍ୟ ଖ୍ୟାତ.ତୁଳସୀ ବୃକ୍ଷକୁ ଏହିମାସରେ ଅତ୍ୟନ୍ତ ଭକ୍ତି ସହକାରେ ଆରାଧନା କରାଯାଏ.ଆଜି ଆସନ୍ତୁ ଜାଣିବା କାର୍ତ୍ତିକ ପୂର୍ଣ୍ଣିମା ଏବଂ ଏହାର କିମ୍ବଦନ୍ତୀ ସମ୍ବନ୍ଧରେ :-

ଆଜି ଆସନ୍ତୁ ଜାଣିବା କାର୍ତ୍ତିକ ପୂର୍ଣ୍ଣିମା ଏବଂ ଏହାର କିମ୍ବଦନ୍ତୀ ସମ୍ବନ୍ଧରେ :- କାର୍ତ୍ତିକ ପୂର୍ଣ୍ଣିମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ ‌। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ…

Read More

बैकुंठ चतुर्दशी आज//वैकुंठ चतुर्दशी 14 नवंबर 2024 को है। ये कार्तिक पूर्णिमा से एक दिन पहले होती है। पूरे साल में सिर्फ इसी दिन हरि-हर की पूजा एक साथ होती है, ऐसा बहुत कम होता है कि एक ही दिन भगवान शिव एवं भगवान विष्णु का संयुक्त रूप से पूजन किया जाये।

बैकुंठ चतुर्दशी आज वैकुंठ चतुर्दशी 14 नवंबर 2024 को है। ये कार्तिक पूर्णिमा से एक दिन पहले होती है। पूरे साल में सिर्फ इसी दिन हरि-हर की पूजा एक साथ…

Read More

ଗରୁଡ଼ ଉତ୍ଥାପନ ଦ୍ୱାଦଶୀ//ସେବକ ପ୍ରତି ଚିରଦିନ ଉଦାର ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଗରୁଡ ଭଗବାନ ବିଷ୍ଣୁଙ୍କ ବାହାନ ହୋଇଥିବାରୁ ବୈଷ୍ଣବ ଧର୍ମିନୁଷ୍ଠାନ ଓ ମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ଭ ବା ଗରୁଡ ପ୍ରତିମୂର୍ତ୍ତି ପୂଜା ପାଇଥାନ୍ତି।ମହାଭାରତରେ ବର୍ଣ୍ଣିତ ତଥ୍ଯ ଅନୁଯାୟୀ.. ଲୀଳାମୟ ଙ୍କ ଲୀଳା ଲାଗି ଆଜି ପ୍ରଭୁ ଙ୍କ ଦର୍ଶନ ପାଇଁ ସୁଅ ଛୁଟୁଛି

⚫❗⚫ll ଗରୁଡ଼ ଉତ୍ଥାପନ ଦ୍ୱାଦଶୀ ll ସେବକ ପ୍ରତି ଚିରଦିନ ଉଦାର ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଗରୁଡ ଭଗବାନ ବିଷ୍ଣୁଙ୍କ ବାହାନ ହୋଇଥିବାରୁ ବୈଷ୍ଣବ ଧର୍ମିନୁଷ୍ଠାନ ଓ ମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ଭ ବା ଗରୁଡ ପ୍ରତିମୂର୍ତ୍ତି ପୂଜା ପାଇଥାନ୍ତି।ମହାଭାରତରେ…

Read More

ଆଜି ଦେଵଉତ୍ଥାନ ଏକାଦଶୀ // ଶ୍ରୀହରୀ ବିଷ୍ଣୁ ଉଠିବେ ଯୋଗନିଦ୍ରାରୁ…ଏମିତିରେ ବର୍ଷକୁ ୨୪ ଟି ଏକାଦଶୀ ରହିଥାଏ, ଏକାଦଶୀରେ ବିଶେଷ ଭାବରେ ଭଗବାନ ବିଷ୍ଣୁଙ୍କ ବ୍ରତ ରଖି ପୂଜା କରାଯାଇଥାଏ l ସମସ୍ତ ଏକାଦଶୀ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ, କିନ୍ତୁ ବର୍ଷ ସାରା ପଡୁଥିବା ଏକାଦଶୀର ଅଲଗା ଅଲଗା ମହତ୍ୱ ରହିଛି l

ଆଜି ହେଉଛି ଦେଵଉତ୍ଥାନ ଏକାଦଶୀ : ଶ୍ରୀହରୀ ବିଷ୍ଣୁ ଉଠିବେ ଯୋଗନିଦ୍ରାରୁ… ଏମିତିରେ ବର୍ଷକୁ ୨୪ ଟି ଏକାଦଶୀ ରହିଥାଏ, ଏକାଦଶୀରେ ବିଶେଷ ଭାବରେ ଭଗବାନ ବିଷ୍ଣୁଙ୍କ ବ୍ରତ ରଖି ପୂଜା କରାଯାଇଥାଏ l ସମସ୍ତ ଏକାଦଶୀ ଭଗବାନ ବିଷ୍ଣୁଙ୍କୁ ସମର୍ପିତ…

Read More

ଭୀଷ୍ମ ପଞ୍ଚକ ବା ପଞ୍ଚୁକ//କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ଭୀଷ୍ମ ପଞ୍ଚକ ନାମରେ ଜଣାଶୁଣା। ପିତାମହ ଭୀଷ୍ମ ନିଜ ଜୀବନ ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇ ଏହି ପାଞ୍ଚ ଦିନ ଉପବାସ କରିଥିଲେ। କାର୍ତ୍ତିକ ବ୍ରତ ପାଳନ କରୁଥିବା ଜଣେ ବ୍ୟକ୍ତି ଏହି ଶେଷ ପାଞ୍ଚ ଦିନ ପାଇଁ କଠିନ ବ୍ରତ କରିବା ଉଚିତ୍.- କିମ୍ବଦନ୍ତୀ କୁହେ

ଭୀଷ୍ମ ପଞ୍ଚକ ବା ପଞ୍ଚୁକ “କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ଭୀଷ୍ମ ପଞ୍ଚକ ନାମରେ ଜଣାଶୁଣା। ପିତାମହ ଭୀଷ୍ମ ନିଜ ଜୀବନ ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇ ଏହି ପାଞ୍ଚ ଦିନ ଉପବାସ କରିଥିଲେ। କାର୍ତ୍ତିକ ବ୍ରତ ପାଳନ କରୁଥିବା…

Read More

ବୃନ୍ଦାବତୀଙ୍କ ପାଖେ ମୁରୁଜ ପକା ରହସ୍ୟ //ଚତୁର୍ଦ୍ଦଶୀ ଦିନ ଶିବ ଉତଥାନ ଯାତ୍ରା ଓ ବଡ ଓଷା ଅନୁଷ୍ଠିତ ହୋଇଥାଏ। ପୂର୍ଣ୍ଣିମା ଦିନ ପ୍ରଭାତରୁ ପୁରପଲ୍ଲୀରେ ନଦୀ ପୋଖରୀରେ ଡଙ୍ଗା ଭସା ଉତ୍ସବ ପାଳନ କରାଯାଏ।

ଚତୁର୍ଦ୍ଦଶୀ ଦିନ ଶିବ ଉତଥାନ ଯାତ୍ରା ଓ ବଡ ଓଷା ଅନୁଷ୍ଠିତ ହୋଇଥାଏ। ପୂର୍ଣ୍ଣିମା ଦିନ ପ୍ରଭାତରୁ ପୁରପଲ୍ଲୀରେ ନଦୀ ପୋଖରୀରେ ଡଙ୍ଗା ଭସା ଉତ୍ସବ ପାଳନ କରାଯାଏ। ଶେଷ ପାଞ୍ଚଦିନରେ ମୁରୁଜ ପଡିବଖର ପୌରାଣିକ ରହସ୍ୟ- ବୃନ୍ଦାବତୀ ଦାନବ ରାଜ…

Read More