ମା ସନ୍ତୋଷୀ ବ୍ରତ କଥା//ପୌରାଣିକ କାହାଣୀ ଅନୁଯାଇ ଜଣେ ସାଧବ ଙ୍କର 7 ଟି ପୁଅ ଥିଲେ ସେଥିମଧ୍ୟରୁ 6 ଜଣ କାମ କରୁଥିଲେ ମଧ୍ୟ ସବା ସାନ ପୁଅ ଅଳସୁଆ ଥିଲା ଏବଂ କୌଣସି କାର୍ଯ୍ୟ କରୁନଥିଲା I ସେଥିପାଇଁ ସମସ୍ତେ ଖାଇସାରିବା ପରେ ସମସ୍ତଙ୍କର ବଳକା ଅଇଁଠା କୁ ଏକତ୍ରିତ କରି ସେହି ସାଧବ ସାନ ପୁଅକୁ ଖାଇବାକୁ ଦିଆଯାଉଥିଲା I
ମା ସନ୍ତୋଷୀ ବ୍ରତ କଥା ପୌରାଣିକ କାହାଣୀ ଅନୁଯାଇ ଜଣେ ସାଧବ ଙ୍କର 7 ଟି ପୁଅ ଥିଲେ ସେଥିମଧ୍ୟରୁ 6 ଜଣ କାମ କରୁଥିଲେ ମଧ୍ୟ ସବା ସାନ ପୁଅ ଅଳସୁଆ ଥିଲା ଏବଂ କୌଣସି କାର୍ଯ୍ୟ କରୁନଥିଲା I…