ଭଗବତକଥାପୁତ୍ରଦା ଏକାଦଶୀ (ବୈକୁଣ୍ଠ ଏକାଦଶୀ)//ବିଶ୍ୱାସ ରହିଛି ପୁତ୍ରଦା ଏକାଦାଶୀରେ ସନ୍ତାନ ପ୍ରାପ୍ତି ଓ ସେମାନଙ୍କ ସମସ୍ୟାର ସମାଧାନ କିମ୍ବା କଲ୍ୟାଣ ପାଇଁ ମହିଳାମାନେ ପାଳନ କରିଥାନ୍ତି । ଜ୍ୟୋତିଷଙ୍କ ଅନୁଯାୟୀ, ପୁତ୍ରଦା ଏକାଦାଶୀ ରୀତିନୀତି ସହିତ ପୂଜା କଲେ ଘରେ ଧନଧାନ୍ୟର ବର୍ଷା ହୋଇଥାଏ। ପୁତ୍ରଦା ଏକାଦଶୀ କୁ ଉଭୟ ନିର୍ଜଳ ତଥା ଫଳଖାଇ ରଖାଯାଇପାରିବ ।
ପୁତ୍ରଦା ଏକାଦଶୀ (ବୈକୁଣ୍ଠ ଏକାଦଶୀ) ପ୍ରତିବର୍ଷ ପୌଷ ମାସର ଶୁକ୍ଳପକ୍ଷ ଏକାଦଶୀରେ ପଡ଼େ ପୁତ୍ରଦା ଏକାଦାଶୀ । ଏହି ଦିନ ପ୍ରଭୁ ଶ୍ରୀହରିଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ବିଶ୍ୱାସ ରହିଛି ପୁତ୍ରଦା ଏକାଦାଶୀରେ ସନ୍ତାନ ପ୍ରାପ୍ତି ଓ ସେମାନଙ୍କ ସମସ୍ୟାର…