Spread the love

ଡ୍ରାଇଭର ଆନ୍ଦୋଳନ କୁ ଦୃଷ୍ଟିରେ ରଖି ଟାସ୍କଫୋର୍ସ ଗଠନ…….. ଓଡ଼ିଶାରେ ଯେଉଁଭଳି ଭାବରେ ଡ୍ରାଇଭର ମାନଙ୍କ ଶାନ୍ତିପୂର୍ଣ ଆନ୍ଦୋଳନ ଚାଲୁଥିବାବେଳେ ଦ୍ୱତୀୟ ଦିନରେ କିଛି ଯାଗାରେ ଡ୍ରାଇଭର ସଙ୍ଘର କର୍ମକର୍ତା ମାନେ ଅରାଜକତା ସୃଷ୍ଟି କଲେ ଅତ୍ୟାବଶିକ ସାମଗ୍ରୀ ରେ ଆସୁଥିବା ଗାଡିଗୁଡିକୁ ଅଟକେଇ ମାର ଧର କରୁଥିବା ବେଳେ ପୋଲିସ ସେମାନଂକୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ମାନଂକୁ ଆକ୍ରମଣ କରି ଲହୁ ଲୁହାଣ କରିବା ପରିପେକ୍ଷୀରେ ମୁଖ୍ୟ ସାଚନ ସଚିବ ଏକ ଏମର୍ଜେନସି ମିଟିଙ୍ଗ ଡାକି କିପରି ସାଧାରଣ ଲୋକଙ୍କୁ ଠିକ ସମୟରେ ଅତ୍ୟବାଶିକ ସାମଗ୍ରୀ ମିଳିପାରିବ ଆଗକୁ ଯେପରି ଏହାର ପୁନରାବୃତ୍ତି ନହୁଏ ଟାସ୍କ ଫୋର୍ସ ର ମୂଳ ଲକ୍ଷ୍ୟ. କମିଟିରେ ପୋଲିସ ଡିଜି. ପରିବହନ କମିଶନର. ଯୋଗାଣ ବିଭାଗର ସଚିବ. ଙ୍କୁ ନେଇ ଗଠନ କରାଗଲା…

Leave a Reply

Your email address will not be published. Required fields are marked *