Spread the love

୧୧ ଘଣ୍ଟା ହେଲା ଜଳୁଛି ଲକ୍ଷ୍ମୀ ମାର୍କେଟ ! ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ ଏବେ ବି ଜଳୁଛି। କାଲି ରାତି ୮ଟାରୁ ନିଆଁ ଲାଗିଥିଲେ ବି ଏଯାବତ ସମ୍ପୂର୍ଣ୍ଣ ଲିଭି ନାହିଁ। ଅଗ୍ନିକାଣ୍ଡକୁ ୧୧ ଘଣ୍ଟା ବିତିଥିଲା ବେଳେ ଏବେ ବି ଧୂଆଁ ବାହାରୁଛି!.👆👆👆

Leave a Reply

Your email address will not be published. Required fields are marked *