Spread the love


ସାଲେପୁରରେ ପହଞ୍ଚିଲେ ରାହୁଲ ଗାନ୍ଧି
ଉପସ୍ଥିତ ଅଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର
ସତ୍ୟଭାମାପୁରରୁ ଯାଇ ସାଲେପୁରରେ ପହଞ୍ଚିଲେ!.

ସାଲେପୁର ସଭାରେ ରାହୁଲ ଗାନ୍ଧିଙ୍କ ଅଭିଭାଷଣ
ଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ
ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି
ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି-
ଦେଶବାସୀଙ୍କୁ ଲକ୍ଷପତି କରିବୁ- ରାହୁଲ
ପେହଲି ନୌକରୀ ପକ୍କି’ ଯୋଜନା ଆଣିବ କଂଗ୍ରେସ

ସମସ୍ତ ବେକାର ଯୁବକଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ଦେଉଛୁ
ସରକାରଙ୍କୁ କେହି ଚାକିରି ମାଗିଲେ ନିଶ୍ଚିତ ଚାକିରି ମିଳିବ
ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସିପ୍‌ ଦିଆଯିବ!.
ଆମେ ଦେଶର କୋଟି କୋଟି ଲୋକଙ୍କୁ ଲକ୍ଷପତି ବନାଇବୁ
ଦେଶର କୋଟି କୋଟି ଲୋକଙ୍କ ଖାତାକୁ ଲକ୍ଷେ ଟଙ୍କା ଦେବୁ
ବହୁତ ହୋଇଗଲା , ବହୁତ ପାନ ଖାଇ ପେଟ ଖରାପ ହେଲାଣି
କମିଶନ ବସାଇବୁ ,

ଚାଷୀଙ୍କ ଋଣ ଛାଡ଼ କରିବୁ- ରାହୁଲ!.
୨ ଜଣଙ୍କୁ ୧୬ ଲକ୍ଷ କୋଟି ଦେଇଛନ୍ତି ମୋଦି- କହିଲେ ରାହୁଲ
ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯିବ
ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ
ପ୍ରତି ମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ!.

ଧାନ କୁଇଣ୍ଟାଲ ୩ ହଜାର ଟଙ୍କା କରିବୁ- ରାହୁଲ ଗାନ୍ଧି
ମହିଳାଙ୍କୁ ୨ ହଜାର , ଯୁବକଙ୍କୁ ୩ ହଜାର , ଚାଷୀଙ୍କୁ ୩ ହଜାର ମିଳିବ!.
ନିର୍ବାଚନ ହେଲା , ସେଠାରେ ବିଆର୍‌ଏସ୍‌ ପୂରା ଉଡ଼ିଗଲା
ଏଠାରେ ବିଜେପି-ବିଜେଡି଼ର ବାହାଘର ହୋଇଯାଇଛି
ଏଠାରେ ଦୁଇ ଜଣ ଏକାଠି ରହି ଓଡ଼ିଶାବାସୀଙ୍କୁ ପାନ ଦେଇଛନ୍ତି
ଅଙ୍କଲ୍‌ ଓ ନବୀନ ବାବୁ ମିଶି ଓଡ଼ିଶା ଲୋକଙ୍କୁ ପାନ ଧରାଇଦେଲେ

ପାନ ଅର୍ଥ ଓଡ଼ିଶାକୁ ପାଣ୍ଡିଆନ ହିଁ ଚଳାଉଛନ୍ତି- ରାହୁଲ!.
ଚାରା ରୋପଣ ନାଁରେ ଏଠାରେ ୧୫ ହଜାର କୋଟି ଲୁଟିଛନ୍ତି
ଖଣିରୁ ପ୍ରଚୁର ଲୁଟିଛନ୍ତି , କଂଗ୍ରେସ ଆସିଲେ ଏ ଟଙ୍କା ଫେରସ୍ତ ହେବ
-ଓଡ଼ିଶାରେ କ୍ଷମତାକୁ ଆସିଲେ ଲୋକଙ୍କ ଖାତାକୁ ଟଙ୍କା ଦିଆଯିବ
-୨୦୦ ୟୁନିଟ ମାଗଣା ବିଜୁଳି , ଗ୍ୟାସ୍‌ ୫ ଶହ ଟଙ୍କାରେ ଦିଆଯିବ!.

Leave a Reply

Your email address will not be published. Required fields are marked *