Spread the love

ନିର୍ଧାରିତ ସମୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ରେ ପଂହଁଚିଲେ ନବୀନ ପଟ୍ଟନାୟକ। ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ବିଜେଡି ସୁପ୍ରିମୋ। ଆଜି ଗଞ୍ଜାମ ଗସ୍ତରେ ପ୍ରଥମେ ହିଞ୍ଜିଳି ପରେ ଶେରଗଡ଼ରେ ଜନସଭାକୁ ସମ୍ଭୋଧିତ କରିବେ ମୁଖ୍ୟମନ୍ତ୍ରୀ। ତେବେ ପ୍ରଚାର ଅଭିଯାନ ଆରମ୍ଭ କରିବା ପୂର୍ବରୁ ସୋମବାର ଦିନ ଏକ ଭିଡିଓ ସେୟାର କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ସେ ଓ ବିଜେଡି କରିଥିବାବିକାଶ ମୂଳକ କାର୍ଯ୍ୟ ଗୁଡିକୁ ସ୍ଥାନୀୟ ଭୋଟର ମାନଂକୁ ଜଣେଇବେ,ଏକ ଲୁଙ୍ଗି ପିନ୍ଧି ଦୁଇଟି ଶଙ୍ଖରେ ଭୋଟ୍‌ ଦେବାକୁ ଅପିଲ୍‌ କରିଥିଲେ। ତେବେ ନବୀନଙ୍କ ଏହି ଭିଡିଓ ପରେ ଆଜି ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!., ହୁଏତ ଏହା ଉପରେ କିଛି କହିପାରନ୍ତି.ଓ ରାଜ୍ୟବାସୀଙ୍କୁ ବିଜେଡି ରେ ଭୋଟ ଦେବାକୁ କହିବେ,

Leave a Reply

Your email address will not be published. Required fields are marked *