Spread the love

ଇର୍ଷାନ୍ବିତହେଉଛନ୍ତିଧର୍ମେନ୍ଦ୍ର!.
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଡି ଶଙ୍ଖ ଭିଡିଓକୁ ଦେଖି ଇର୍ଷାନ୍ବିତ ଧର୍ମେନ୍ଦ୍ର ପ୍ରଧାନ ।

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁରୀ ଲୁଙ୍ଗିକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏଭଳି କଟାକ୍ଷ କରି ଲକ୍ଷଲକ୍ଷ ବୁଣାକାରଙ୍କୁ ଅସମ୍ମାନ କରୁଛନ୍ତି ଧର୍ମେନ୍ଦ୍ର!.
ଲୁଙ୍ଗିପିନ୍ଧିବିଜେଡିରପ୍ରତିବାଦ ଲକ୍ଷଲକ୍ଷବୁଣାକାରଙ୍କୁକ୍ଷମାମାଗନ୍ତୁ_ଧର୍ମେନ୍ଦ୍ର!.
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବଲପୁରୀ ଲୁଙ୍ଗିପିନ୍ଧା ଭିଡିଓକୁ ବରଦାସ୍ତ କରିପାରୁ ନାହାନ୍ତି ବିରୋଧୀ ।
ପ୍ରେସମିଟରେ ବର୍ଷିଲେ ବିଜେଡି ସାଂସଦ ସସ୍ମିତ ପାତ୍ର ।

Leave a Reply

Your email address will not be published. Required fields are marked *