Spread the love

ରୟାଲ୍ଟୀ ସୋସିଆଲ ସର୍ଭିସ ସଙ୍ଗଠନ ପକ୍ଷରୁ ୦୩/୦୩/୨୦୨୩ (ଶୁକ୍ରବାର) ଦିନ ମାଛୁଆ ବାଜାର ଶଶିକଳା ପାଲେସ ରେ ସ୍ଵଚ୍ଚାକୃତ ରକ୍ତ ଦାନ ଶିବିର ର ଆୟୋଜନ ହୋଇଥିଲା,ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ,ପୂର୍ବତନ କର୍ପୋରେଟର ନମିତା ମଞ୍ଜରୀ ସାହୁ , ଏସିବି ପରାମର୍ଶ ଦାତା ଦିଲ୍ଲୀପ କୁମାର ସାହୁ,ପ୍ରମୋଦ ସାହୁ , ସଙ୍ଗଠନ ର ଅଭାହକ କ୍ଷୀରୋଦ କୁମାର ସାହୁ,ପ୍ରଭାତ କୁମାର ସାହୁ,ତପନ ସାହୁ,ପ୍ରଭଞ୍ଜନ ଜେନା ,ପ୍ରଶାନ୍ତ କୁମାର ସାହୁ, ଅଶ୍ୱନି ମହାରଣା,ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ରେ ୪୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ଏହି କାର୍ଯ୍ୟକ୍ରମ ର ସଭାପତି ସୌମ୍ୟ ରଞ୍ଜନ ସାହୁ ,ସମ୍ପାଦିକା ମଧୁସ୍ମିତା ସାହୁ ଙ୍କ ସହିତ ସଙ୍ଗଠନ ର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *