Spread the love

ଏବେ ଇରାନ ଏବଂ ଇସ୍ରାଏଲ ନଯିବାକୁ ଭାରତୀୟଙ୍କୁ ପରାମର୍ଶ
-ସାଂପ୍ରତିକ ସ୍ଥିତି ଦେଖି ପରାମର୍ଶ ଦେଲା ବୈଦେଶିକ ମନ୍ତ୍ରାଳୟ
-ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଇରାନ ଏବଂ ଇସ୍ରାଏଲ ଯିବାକୁ ମନା
-ଯେଉଁମାନେ ଇରାନ ଓ ଇସ୍ରାଏଲରେ ଅଛନ୍ତି , ସତର୍କ ରହିବାକୁ ପରାମର୍ଶ!.

ଭାରତୀୟ ଦୂତାବାସ ସହ ଯୋଗାଯୋଗ ରଖି ପଂଜୀକରଣ ପାଇଁ ନିର୍ଦ୍ଦେଶ
-ଅତି ଆବଶ୍ୟକ ନହେଲେ ନବାହାରିବାକୁ ପରାମର୍ଶ ଦେଲା ମନ୍ତ୍ରାଳୟ!.କାରଣ ସେଠାରେ ଦଙ୍ଗା ଗୃହ ଯୁଧ୍ୟ ଚାଲୁଛି

Leave a Reply

Your email address will not be published. Required fields are marked *