ପିତା ହୀନ ଗରିବ ଝିଅ ର ବାହା ଘରେ ସହଯୋଗ ର ହାଥ ବଡାଇଲେ ସମାଜସେବୀ
କାଲି 29/3/ସନ୍ଧ୍ୟା ସମୟରେ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ 10 ହୀରାକୁଦ ଖ୍ରୀଷ୍ଟିଆନ ପଡା ଠାରେ ସହୋଯୋଗ ଚାହୁଁ ଥିବା ପିତା ହୀନ ଗରିବ ଝିଅ ରୀତା ବାଗ ର ବାହା ଘର ଅବସରରେ ତାଙ୍କ ମାତା ମୀନ ବାଗ ଙ୍କୁ ସହଯୋଗ ର ହାତ ବଢାଇଲେ ସମାଜ ସେବୀ ହରଦୀପ ସିଂହ ଭୂର୍ଜୀ,,ବବି ଭାଇ (ପ୍ରଣବ ପ୍ରକାଶ ଦାସ) ଙ୍କ ସୋଜନ୍ୟତା ରୁ ଆଜି ତା 29/3/24 ରେ ବିବୋହୋତ୍ସବ ର ଘରୋଇ ସରଞ୍ଜାମ ମିକ୍ସଚର ଗ୍ରାଇଣ୍ଡର, ହକିଂସ ପ୍ରେସର କୁକର, ହଟ କେସ ସେଟ, ଆୟେରନ, ଷ୍ଟିଲ ବର୍ତନ୍ ସେଟ, ଟି ସେଟ, ଡିନର ସେଟ,ଡ୍ରେସ ମ୍ୟାଟେରିଆଲ, ଇନଷ୍ଟଅନଟ ଗିଜର,ଲେଡିସ ଘଡି, ଶାଢ଼ୀ ଇତ୍ୟାଦି ବହୁ ସାମଗ୍ରୀ ଦିଆଗଲା ଗତ କିଛି ଦିନ ତଳେ ଏହି ବାହା ହୋଊ ଥିବା ଝିଅ ବବି ଭାଇ ଙ୍କୁ ନିଜେ ଫୋନ କରି ସହଯୋଗ କରିବା ପାଇଁ ଅନୁରୋଧ କରି ଥିଲେ ତାଙ୍କ କଥା କୁ ରକ୍ଷା କରି ଓ ତାଙ୍କ ପରିସ୍ଥିତି କୁ ଦେଖୀ ବବି ଭାଇ ନିଜ ସହିଯୋଗୀ ମାନଙ୍କ ସହ ଝିଅ ର ଘର କୁ ପହଂଚି ସହଯୋଗ ର ହାତ ବଢ଼ାଇଛନ୍ତି । ଏଥିରେ ସହଯୋଗ କରି ଥିଲେ ରେନୁବାଲା ମରାଇ,ଆଇନଜିବୀ ସଂଜୀବ ପଟ୍ଟନାୟକ, ସବିନୟ ପୂଜାରୀ । ବରିଷ୍ଠ ସମାଜ ସେବି ହରିହର ପାଣି, ପ୍ରଶାନ୍ତ ନାୟକ, ବିଶ୍ଵାମିତ୍ର ସାହୁ,ନବୀନ ପଣ୍ଡା, ହରେକୃଷ୍ଣ ସରାଫ,ବିନୋଦ ନାଗ ଓ ପଡାବାସୀ ତୁଳସୀ ନନ୍ଦ, କୁନୁ ନନ୍ଦ, ମାରିୟମ ଭୋଇ, ଟଙ୍କଧର ଭୋଇ, ଉଲ୍ଲାସ ତାଣ୍ଡି, ମାଗୁଣି ନନ୍ଦ, ସୁନୟ ନାଗ, ମମତା ବାରିକ, କଳାବତୀ ବାଗ ଆଦି ଉପସ୍ଥିତ ରହି ଝିଅ ଙ୍କୁ ଆଶୀର୍ବାଦ ଦେଇ ତାର ଭବିଷ୍ୟତ ଉଜ୍ବଳ କାମନା କରିଥିଲେ l