Spread the love

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ଦେବେ।

ଦେଶରେ ଆଉ ୧୦ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ କରିବେ।

୧୦ଟି ମଧ୍ୟରୁ ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ଭୁବନେଶ୍ୱରରୁ ବିଶାଖାପାଟଣା।

ଓଡ଼ିଶାରେ ୪୧ଟି ‘ୱାନ ଷ୍ଟେସନ ୱାନ ପ୍ରଡକ୍ଟ’କୁ ଉତ୍ସର୍ଗ କରିବେ।

ଓଡ଼ିଶାରେ ୨୭୪ଟି ରେଳ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ କରିବେ।

୧୬୨ଟି ଇଲେକ୍ଟ୍ରୋନିକ୍‌ ଇଣ୍ଟର ଲକିଂ ସିଷ୍ଟମର ଭିତ୍ତି କାର୍ଯ୍ୟକ୍ରମ।

Related Post

Leave a Reply

Your email address will not be published. Required fields are marked *

You Missed