Spread the love

ଯାଜପୁର ଜିଲ୍ଲା ଛତିଆ ସୋଲର ଠାରେ ବଇରୀ ବନ ବିଭାଗ ଓ ସେବକ ଜରାନିବାସ ଅନୁଷ୍ଠାନ ପକ୍ଷରୁ ମିଳିତ ଆନୁକୁଲ୍ୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଥିଲା, ସେବକ ଅନୁଷ୍ଠାନର ସଭାପତି ସବୁରି ପ୍ରିୟ ସୁରେଶ ବିଶ୍ବାଳ ଓ ବଇରୀ ବନ୍ ପାଳ ମାଣିକ ମଣ୍ଡା ଙ୍କ ନେତୃତ୍ୱରେ ଏକ ସଚେତନତା ରାଳି ଛତିଆ ବଜାର ଅଞ୍ଚଳରେ ହାତରେ ପ୍ଲା କାର୍ଡ ଧାରୀ ଜଙ୍ଗଲ ବଞ୍ଚାଅ, ପାହାଡ ଜଙ୍ଗଲ ହେଉଛି ମାନବ ସମାଜ ପାଇଁ ପ୍ରକୃତିର ଉପହାର,ଏହାର ସୁରକ୍ଷା ହେବା ଲାଗି ବ୍ୟାପକ ସଚେତନତା ହେବା ର ଆବଶ୍ୟକତା ରହିଛି ବୋଲି କହି ଥିଲେ, ସଚେତନତା ପରିକ୍ରମା ପରେ ସେବକ ବୃଦ୍ଧ ଆଶ୍ରମ ପରିସରରେ ଏକ ବୈଠକ ଅନୁଷ୍ଟିତ ହୋଇ ଥିଲା ବେଳେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ କୁଞ୍ଜ ବିହାରୀ ଦାସ, ଶିକ୍ଷାବିତ୍ ଭାରତ ଚନ୍ଦ୍ର ବେହେରା, ଡ୍ରାଇଭିଁ ପ୍ରଶିକ୍ଷଣ ସ୍କୁଲର ପକ୍ଷରୁ ଫକିର ଚରଣ ସାମଲ,ପ୍ରମୁଖ ଯୋଗ ଦେଇ ଜଙ୍ଗଲ ଓ ବନ୍ୟଜନ୍ତୁ ମାନଙ୍କ ସୁରକ୍ଷା ପାଇଁ ଆମ ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ୍ ବୋଲି କହିଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed