Spread the love

ସମ୍ପର୍କ କୁ ସମୟ ଦେବାକୁ ଶିଖ,କାରଣ ଏମିତି ସମୟ ଆସିବ ତୁମ ପାଖରେ ସବୁକିଛି ଥିବ ହେଲେ ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ମଣିଷ ତୁମ ପାଖରେ ନଥିବ।

ଫଳ ନିଜର ସ୍ବାଦ ପାଇଁ ଅଧିକ ଦାମରେ ବିକ୍ରି ହୋଇଥାଏ।ଠିକ୍ ସେହିପରି ମଣିଷ ଧନୀ ହେଉ ବା ଗରିବ,ନିଜର ଭଲ ବ୍ଯବହାର ପାଇଁ ସମାଜରେ ସମ୍ମାନ ପାଇଥାଏ।

କଷ୍ଟ ଯେତେ କଠିନ ହେଉ,ବୁଝେଇବାକୁ କେହି ନଥାନ୍ତି।ଦୁଃଖ ଯେତେ ହାଲୁକା ହେଉ,ନେବାପାଇଁ କେହି ନଥାନ୍ତି।ଆଉ ଯିଏ ଯେତେ ଆପଣାର ହୁଅନ୍ତୁ,ସ୍ବାର୍ଥ ପାଖରେ କିଛି ବି ନୁହଁନ୍ତି।

ସଂଦେହ ଓ ଭୁଲ୍ ବୁଝାମଣା ଗୋଟିଏ ମୂଦ୍ରାର ଦୁଇଟି ପାର୍ଶ୍ବ ପରି। ସଂଦେହ ଯୋଗୁଁ ଭୁଲ୍ ବୁଝାମଣା ସୃଷ୍ଟି ହୁଏ।ଆଉ ଭୁଲ୍ ବୁଝାମଣା ଯୋଗୁ ସଂଦେହ ମଧ୍ୟ ସୃଷ୍ଟି ହୁଏ।

    

. ‼️ ସୁପ୍ରଭାତମ୍ ! ‼️

ଜୀବନରେ ଏମିତି ଗୋଟିଏ ସମୟ ଆସିବ, କିଛି ଲୋକ ଆପଣଙ୍କ ସହ ଭୂଲ୍ ବ୍ୟବହାର କରିଥିବା ପାଇଁ ଅନୁତାପ କରିବେ….

ଏମିତି ସମୟ ନିଶ୍ଚୟ ଆସିବ….

ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥

       ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ

ଶ୍ରୀ ଜଗନ୍ନାଥ ଶରଣଂ

ଆମର ସ୍ବାଭିମାନ: ସତ୍ୟ ସନାତନ ଧର୍ମ🙏

Leave a Reply

Your email address will not be published. Required fields are marked *