Spread the love

୫ ଟି ଆଧାରରେ “ସହରାଞ୍ଚଳ ରୂପାନ୍ତରଣ”କାର୍ଯ୍ୟକ୍ରମ ତରଫରୁ ଆୟୋଜିତ ସହରବାସୀଙ୍କ ନିମନ୍ତେ ବିଭିନ୍ନ ସୁବିଧା ଓ ସେବା ଉତ୍ସର୍ଗ ତଥା ବସ୍ତି ବାସିନ୍ଦାଙ୍କ ପାଇଁ ଜମି ପଟ୍ଟା ବଣ୍ଟନ ସମାରୋହ ସଭାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉଦଘାଟନ କରି ବସ୍ତି ବାସିନ୍ଦା ଲୋକଙ୍କୁ ସ୍ଥାୟୀ ଭୂମି ପଟ୍ଟା ବଣ୍ଟନର ଶୁଭାରମ୍ଭ କରିଛନ୍ତି,ଉକ୍ତ ଶୁଭ ଉଦଘାଟନୀ ସମାରୋହରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଉପମେୟର ଶ୍ରୀ ଇ.ବିବେକ ରେଡ୍ଡୀ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟ ଜ୍ୟୋତି ପରିଡ଼ା, ସମସ୍ତ କର୍ପୋରେଟର, ବିଜେଡ଼ିର ସର୍ବବର୍ଗିୟ ନେତୃବୃନ୍ଦ, ସହରର ହଜାର ହଜାର ବସ୍ତି ବାସିନ୍ଦା ତଥା ସାଧାରଣ ଜନତା ଉପସ୍ଥିତି ଥିଲେ ଏବଂ ଏପରି ଗରିବଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସୁବିଧା ଓ ସେବା ଉତ୍ସର୍ଗ କରିଥିବାରୁ ସମଗ୍ର ଗଞ୍ଜାମ ଜିଲ୍ଲାବାସୀଙ୍କ ତରଫରୁ ମାନ୍ୟବର ବିଧାୟକ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ୫-ଟି ତଥା ଆମ ଓଡ଼ିଶା, ନବୀନ ଓଡ଼ିଶା..ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ ମହୋଦୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଥିଲେ..।🙏

Leave a Reply

Your email address will not be published. Required fields are marked *