NAC_ଘୋଷଣା_ଅସାମ୍ବିଧାନିକ- ବିଜେପି!.
-NAC ଓ ମ୍ୟୁନିସିପାଲିଟି ଘୋଷଣା ପ୍ରସଙ୍ଗରେ ବିଜେପିର ପ୍ରେସମିଟ୍
-ରାଜ୍ୟ ସରକାରଙ୍କୁ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କ ଟାର୍ଗେଟ
-‘ପଞ୍ଚାୟତକୁ ଭାଙ୍ଗି NAC କରିବା ପାଇଁ ଓଡ଼ିଶା ମ୍ୟୁନିସିପାଲ ଆଇନ ରହିଛି’।’ରାଜ୍ୟପାଳଙ୍କ ଦ୍ବାରା ବିଜ୍ଞପ୍ତି କରାଯିବା କଥା, ଆଇନ ପ୍ରକ୍ରିୟାରେ ହେବା କଥା’
-ସରକାର ପଞ୍ଚାୟତ ଅଧିବାସୀଙ୍କ ସହ ଆଲୋଚନା କରିନାହାନ୍ତି- ପୀତାମ୍ବର
-‘ଯଦି ଆଇନ ଅନୁସାରେ ଯାଇନାହାନ୍ତି, ତେବେ ତାହା ଅସାମ୍ବିଧାନିକ’
-‘ସରକାର ଯଦି ଆଇନ ଅନୁସାରେ କରିଥାନ୍ତେ କେହି ଆପତ୍ତି କରିନଥାନ୍ତେ’
-‘ଏଭଳି ଭାବେ ତରବରିଆ ଘୋଷଣା କରି ଲୋକଙ୍କ ଆଇ ୱାସ କରାଯାଇଛି’
-‘ଏ ବାବଦରେ ନିର୍ବାଚନ କମିଶନଙ୍କୁ ଜଣାଇବୁ, ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ନେବୁ’!.