ଆଜିପଯ୍ୟନ୍ତ ମନୁଷ୍ୟ ମାନେ ଭଗବାନ ଙ୍କ ଉପସ୍ଥିତି କୁ ବୁଝିବା କଷ୍ଟ ହେଉଛି ସବୁଠୁ ଭଲକଥା ହେଲା ଭଗବାନ ଙ୍କ ଠାରୁ ଜିଛି ପାଇବା ଆଶାରେ ସମସ୍ତେ ଦୌଡୁଛନ୍ତି କିଏ ନାମ ଜପ କରୁଛି ତ କିଏ ଭୋଗ ର ଭଣ୍ଡାର ନେଇ ଥୋଉଦେଉଛି ଭଗବାନ ଙ୍କୁ ଅର୍ପଣ ଉଦ୍ୟସରେ,, କିନ୍ତୁ ଭଗବାନ ଆମକୁ କିପରି ସ୍ୱୀକାର କରିବେ ଓ ଆମେ କିପରି ଭଗବାନ ଙ୍କର ହେଇପାରିବା ତାହା ଆଜିର ପ୍ରସଙ୍ଗ ବା ଏକ ସତ୍ୟ କାହାଣୀ, କିପରି ଜଣେ ଗରିବ ମେଧାବୀ ଛାତ୍ର ଚାକିରୀ ଉଦ୍ୟସରେ ଅଫିସ ଟୁ ଅଫିସ ଦୌଡୁ ଥିବା ବେଳେ, ତାଙ୍କୁ ଏକ ଖବର କାଗଜ ଅଫିସରେ ଏକ ଲେଖନୀ କୁ ସଠିକ ଶୈଳୀ ରେ ସାଧା କାଗଜରେ ଲେଖି ପ୍ରକାଶ ଉଦ୍ୟସରେ ଛପା ମେସିନ ମ୍ୟାନ ଟିକୁ ଦିଏ,, ଖବର କାଗଜ ନାଁ (ଲାନ ମାସିଇଜ) ଫ୍ରାନ୍ସ ର ଏକ ସହରରେ ଦୈନିକ ପ୍ରସିଦ୍ଧ ନିୟୁଜ ପେପର,,1870 ମସିହା,, ରାଜା ଥିଲେ (ନେପୋଲିଆନ ବୋନପାର୍ଟ 3) ଏହିପରି କିଛିଦିନ ଗଲା ପରେ ଖବର କାଗଜ ମାଲିକ ପ୍ରତିଷ୍ଠିତ ବ୍ୟକ୍ତି ରାଜା ଙ୍କ ସହିତ ଉତ୍ତମ ସମ୍ପର୍କ, ପ୍ରକାଶକ ଆଉ ଜଣେ ଥାନ୍ତି, କିଛିଦିନ ହେଇଗଲା ସରଳ ବ୍ୟକ୍ତି ଟିକୁ ପ୍ରମୋସନ ଉଦ୍ୟସରେ ତାଙ୍କୁ ସାମ୍ବାଦିକ ତା ପାଇଁ ଚୟନ କରାଗଲା, ସେ ହେଲେ ସାମ୍ବାଦିକ, ନାଁ (ଭିକ୍ଟର ନୂଆମାମ) ଖବର ସଂଗ୍ରହ କରିବା ସହିତ କୋଉଠି କିଛି ଅସୁବିଧା ହେଲେ ଭିକ୍ଟର ରହୁଥିଲେ ସମାଧାନ କରିବା ଉଦ୍ୟସରେ, କହିବାକୁ ଗଲେ ଭିକ୍ଟର ମିଡ଼ିଆ ଅଫିସରେ ଜଣେ ଜଣାଶୁଣା ରିପୋର୍ଟର ହିସାବରେ ନାଁ କମେଇଲେ,, ଥରେ ଏକ ନିୟୁଜ ତାଙ୍କ ପେପର ରେ ବାହାରି ଥାଏ, ରାଜ କାର୍ଯ୍ୟ କିପରି ସାଧାରଣ ଲୋକଙ୍କୁ ହଇରାଣ ରେ ପକାଉଛି ଓ ରାଜା ସଦାସର୍ବଦା ମତୁଆଲା ଏକ ବିଷୟରେ ନିୟୁଜ ଟି ହେଇଥିଲା ସେଇ ନିୟୁଜ ଟି ରାଜା ନେପୋଲିଆନ ପଢି ସିଧା ଖବର କାଗଜ ମାଲିକ କୁ କହିଲେ ତୁମର ଯଦି କିଛି ଅସୁବିଧା ଅଛି ମୋତେ କହିଲେନି, ମୋ ବିରୁଦ୍ଧରେ ମିଛ ଖବର ଯାହା ମୁଁ ଜାଣିନି ତାକୁ ଛପେଇବା ଅର୍ଥ ପ୍ରଜା ଆନ୍ଦୋଳନ କୁ ନିମନ୍ତ୍ରଣ କରିବା,, ଖବର କାଗଜ ମାଲିକ କିଛି ଜାଣିନଥିଲେ, ସେ ପଚାରିଲେ ପ୍ରକାଶକ ଙ୍କୁ,, ପ୍ରକାଶକ କହିଲେ କାର୍ଯ୍ୟ ବ୍ୟସ୍ତ ଥିବାରୁ ମୁଁ ବି ଜାଣିନି ଆଉ ଯୋଉ ରିପୋର୍ଟର ଦେଇଥିଲେ ତାଙ୍କୁ ଡାକି ସତ୍ୟା ସତ ବୁଝି କିଛି କରିବା,, ନିଉଜ ଦେଇଥିବା ରିପୋର୍ଟର ଙ୍କୁ ତାଗିଦ କରାଗଲା, କେମିତି ଏପରି ସମ୍ବାଦ କଲ ଜାଣିଛ ଆମ ସଂସ୍ଥା 50% ରାଜା ଙ୍କ ଅର୍ଥ ରେ ଚାଲୁଛି,, ହଉ ଯାହାତ ହେଲାଣି କିଛି ଗୋଟାଏ କରିବା ରାଜାଙ୍କୁ ଟିକେ ବୁଝେଇବା ଆଉ ସେମିତି ଭୁଲ ହେବନି, ଅଫିସରେ ମିଟିଙ୍ଗ ହେଲା, ନିଷ୍ପତି ହେଲା ଭିକ୍ଟର ହେଉଛନ୍ତି ଜ୍ଞାନୀ ସେ ରାଜାଙ୍କୁ ଠିକ ଭାବେ ବୁଝେଇ ସମାଧାନ କରିବେ, ଓ କହିବେ ସେ ରିପୋର୍ଟର ଙ୍କୁ ଚାକିରରୁ ବରଖାସ୍ତ କରାଯାଇଛି,,, ସମୟ ଦିନ ସ୍ଥିର ହେଲା ଭିକ୍ଟର ଗଲେ ରାଜବାଟି,, ରାଜାଙ୍କୁ ଭେଟିଲେ,, ରାଜା ଯୁବକ ନେପୋଲିଆନ 3, କଥାବାର୍ତା ଚାଲିଲା ଭିକ୍ଟର ବୁଝେଇଲେ ରାଜାଙ୍କୁ ଆଉ ସେ ଭୁଲ ହେବନି କିନ୍ତୁ ରାଜା ଜାଣିବାକୁ ଚାହିଁଲେ ଓ କହିଲେ ସତ କୁହ ତୁମ କାଗଜ ମାଲିକ ଓ ସବୁ ଷ୍ଟାଫ ମୋ ବିରୁଦ୍ଧରେ ବହୁତ ଥର ଏମିତି ନିୟୁଜ କରୁଛ, ଓ ଖବରଦାର ତୁମ ମାଲିକ ସହିତ ତୁମକୁ ଏମିତି ଦଣ୍ଡ ଦେବି ଆଉ ଦିନେ ନାଟକ କରିବନି ଭିକ୍ଟର ଗରିବ ଘରର ପିଲା ଅତି ସରଳ ରାଜାଙ୍କୁ ଯେତେ ବୁଝେଇଲେ ସେ ଚିଡ଼ ଚିଡ଼ ହେଉଛନ୍ତି,, ଶେଷ ଥର ପାଇଁ କିଛି କହି ବିଦାୟ ନେବି,,, ଭାବି ରାଜାଙ୍କ ସହିତ କଥା ହେଲା ରାଜା ଦେଖିଲେ ସମାଧାନ ହେଉଛି ଦଣ୍ଡ, ତେଣୁ ସିଧା ବନ୍ଧୁକରୁ ଗୁଳି ମାରିଲେ, ଭିକ୍ଟର ସେଇଠି ଟଳି ପଡିଲେ ଓ ତାଙ୍କର ଦେହାନ୍ତ ହେଲା,, ଏକଥା ଯେମିତି ଖବର କାଗଜ ମାଲିକ ଜାଣିଲେ,, ପାଗଳ ପରି ହେଇ ରାଜାଙ୍କୁ କେମିତି ଶେଷ କରାଯିବ ସେଇ ଯୋଜନାରେ ରହିଲେ,, ଓ ପ୍ରଚାର କଲେ ଯେ ନିରୀହ ଲୋକଟିକୁ ମାତାଲ ରାଜା ମାରିଛନ୍ତି,,, ଓ ବଡ଼ ପାଟିରେ ପ୍ରକାଶକ ଓ ରିପୋର୍ଟର ମାନଂକୁ କହିଲେ ୟେ ରାଜା ବିଷୟରେ ସବୁଦିନ ନିୟୁଜ କର ସେ କଣ କରିବ ଦେଖିବା,, ଏହା କହି ଆରମ୍ଭ କଲେ ଲୋକ ସଂଗ୍ରହ, ଭିକ୍ଟର ଙ୍କ ପାର୍ଥିବ ଶରୀର ନିୟୁଜ ରୁମକୁ ଅଣାଗଲା, ଓ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କୁ ଡକାଗଲା, ଯୋଉମାନେ ରାଜାଙ୍କର ବିରୋଧୀ ଥିଲେ ସମସ୍ତେ ଆସିଲେ,, ଯୋଉଦିନ ଭିକ୍ଟର ଙ୍କ ଶରୀର ମସାଣି (କବରସ୍ଥାନ)କୁ ଗଲା ପାଖା ପାଖି ଏକ ଲକ୍ଷ୍ୟ ଲୋକ ଯୋଗଦେଇଥିଲେ,, ରାଜା ଦେଖି ଭୟଭୀତ ହେଲେ,,11ଜାନୁଆରୀ 1870 ଦିନ ଭିକ୍ଟର ଙ୍କ ମୁର୍ତ୍ତୃ ହେଇଥିଲା ଠିକ ତାର ତିନି ମାସ ପରେ ଯୁବରାଜ (ପେରା ବୋନପାର୍ଟ) ଗାଦୀରୁ ବିତାଡିତ ହେଇଥିଲେ, ପୁରା ରାଜସାହି ସମାପ୍ତ ହେଇଥିଲା,, ଆଉ ଏକ ରାଜା ମାଡି ବସିଲେ,, ଓ ଭିକ୍ଟର ଙ୍କ କବର ସ୍ଥାନ ରେ ଏକ ଛୋଟିଆ ମୂର୍ତ୍ତି ରାଜ୍ୟବାସୀ ରଖିଲେ,,ଠିକ ଏହାର 20 ବର୍ଷ ପରେ ଖବର କାଗଜ ର ମାଲିକ ଭିକ୍ଟର ଙ୍କୁ ଭୁଲିନଥିଲେ,, ପୁଣି ଆରମ୍ଭ ହେଲା ଆଉ ଏକ ଯୋଜନା, ଭିକ୍ଟର ଙ୍କୁ କବର ସ୍ଥାନ ପରିବର୍ତନ ହେବ ଓ ଫ୍ରାନ୍ସ ର ବଡ଼ କବର ସ୍ଥାନରେ ଭିକ୍ଟର ଙ୍କ ଏକ ବଡ଼ ମୂର୍ତ୍ତି କରି ରଖଯିବ,,, ଯେମିତି ଦର୍ଶକ ଦେଖିବାକୁ ଆସିବେ, ସେଇଆ ହେଲା, ମୂର୍ତ୍ତିକାର ଙ୍କୁ ଡକାଗଲା ମୂର୍ତ୍ତି ବ୍ରୋଞ୍ଜ ରେ ହେବ ଏକ ବଡ଼ ମୂର୍ତ୍ତି,, କିନ୍ତୁ ମୂର୍ତ୍ତିକାର କହିଲେ କୋଉ ପ୍ରକାର ର ମୂର୍ତ୍ତି ହେବ ଭିକ୍ଟର କମିଟି ସ୍ଥିର କଲେ ଯେତେବେଳେ ଯୋଉ ପରିସ୍ଥିତି ରେ ଭିକ୍ଟର ଯାଇଥିଲେ ରାଜଙ୍କ ପାଖକୁ ଓ ଗୁଳି ଖାଇବା ପରେ ଯେମିତି ଥିଲା ତାଙ୍କ ଶରୀର ଠିକ ସେଇପରି ହେବ,ମୂର୍ତ୍ତି ରେଡି ହେଇଗଲା, ପ୍ରତିଷ୍ଠା ହେବ ବଡ଼ କବର ସ୍ଥାନରେ,ପ୍ରତିଷ୍ଠା ବି ହେଲା 1891 ମସିହାରେ ,, ମୂର୍ତ୍ତି ତଳେ ଲେଖାଗଲା ସବୁ ବିଷୟ,ଜଣେ ମହାନ ସାମ୍ବାଦିକ ସତ୍ୟ ରେ ଚାଲୁ ଚାଲୁ ରାଜାଙ୍କ ଦ୍ୱାରା ଶିକାର ହେଇଥିଲେ,, କିଛି ଦିନ ଗଲା ମୂର୍ତ୍ତି ଦେଖିବାକୁ ବହୁତ ଲୋକ ଆସିଲେ, ମହିଳା ମାନେ କିଏ ପାଦ ରେ ଚୁମ୍ବନ ଦେଲେ ତ କିଏ ହାତରେ କିସ କଲେ, କାରଣ ଜଣେ ଯୁବକ ସତରେ ଯାଇ ସହିଦ ହେଇଥିଲା,, ମୂର୍ତ୍ତି ହେବାର ଏକ ବର୍ଷ ପରେ ଦୈନିକ ହଜାର ହଜାର ଲୋକ ଆସିଲେ ଅଧିକାଂଶ ମହିଲା,ଓ ଯୁବତୀ,କାରଣ କଣ, ଶୁଣିଲା ବେଳକୁ ପ୍ରଚାର ହେଲାଣି ଯିଏ ଭିକ୍ଟର ଙ୍କୁ ଚୁମ୍ବନ ଦେବ ସନ୍ତାନ ହେଉନଥିଲେ ହେଇଯିବ, ଓ ଯୁବତୀ ମାନଂକୁ ସଚୋଟ ଓ ସରଳ ସ୍ୱାମୀ ମିଳିବ,, ପ୍ରକୁର୍ତ୍ତରେ ଅନେକ ଲୋକଙ୍କ ଜୀବନରେ ବି ଘଟିଥିଲା, ଖବର ଟି ପ୍ରଚାର ହେବାରୁ ଓ ବହୁତ ଲୋକ ଆସୁଥିବାରୁ ଟ୍ରାଫିକ ଯାମ ବି ହେଲା, ତେଣୁ ସରକାର ଭିକ୍ଟର ଙ୍କ ମୂର୍ତ୍ତି କୁ ଚାରିଆଡୁ ତାର ଜାଲ ବୁଲେଇଲେ,, ଯେମିତି ତାଙ୍କ ପାଖକୁ କେହି ଯାଇପାରିବେନି କି ଛୁଇଁ ପାରିବେନି,, ଯେମିତି ସରକାର ଏପରି କଲେ ଲୋକମାନେ ବିରକ୍ତ ହେଇ ତାର ଜାଲି ଭାଙ୍ଗିଦେଇଥିଲେ,, ସରକାର ଶେଷକୁ ଭିକ୍ଟର ଙ୍କ ଏକ ସଂଗ୍ରାଳୟ ତିଆରି କଲେ,,,, ଆଜିବି ସେ ଭାବନା ଅଛି ଲୋକଙ୍କର,, ତେଣୁ ଜଣେ ସରଳ ଲୋକକୁ ଭଗବାନ ମୁର୍ତ୍ତୃ ପରେ କିପରି ପ୍ରସିଦ୍ଧ କରେଇଥଲେ,,, ଏଇଥିରୁ ଜଣାପଡୁଛି,,,