Spread the love

ପୂରଣ କୁହେ ଶାସ୍ତ୍ର କୁହେ ଓ ଧର୍ମ କୁହେ ଇଶ୍ଵର ସବୁ କରନ୍ତି, କାହାକୁ ରଖିବେ କାହାକୁ ଉପରକୁ ନେବେ କେବଳ ତାଙ୍କୁ ଜଣା, ତାଙ୍କ ଲୀଳା ରହସ୍ୟ ମୟ,, ଯେମିତିକି ଆଜିର ସତ୍ୟ କାହାଣୀ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ଙ୍କୁ ହତ୍ୟା କରିବା ପାଇଁ ଆଉ ଗୋଟିଏ ଦେଶ କରିଥିଲା ଷଡଯନ୍ତ,, ଘଟଣା ଟି ଘଟିଥିଲା 1955 ମସିହାରେ, ଚାଇନା ଓ ଭାରତ ସମ୍ପର୍କ ସେତେବେଳେ ଏତେ ଭଲ ନଥିଲା, ସେଇବର୍ଷ ଇଣ୍ଡୋନେସିଆ ରେ ଭାଂଡୁନ ସହରରେ ରେ ଏକ ସମ୍ଭିଳନି ଥିଲା ଅନେକ ଦେଶର ମୁଖିଆ ମାନଂକୁ ନିମନ୍ତ୍ରଣ ହେଇଥିଲା, ଚାଇନା ର ପ୍ରଧାନମନ୍ତ୍ରୀ ବି ଯିବାର ଥିଲା,, ସେତେବେଳେ ଚାଇନା ର ଗୋଏନ୍ଦା ସଂସ୍ଥା ଙ୍କ ପାଖକୁ ଖବର ଆସିଲା ଚାଇନା ପ୍ରଧାନମନ୍ତ୍ରୀ (ଚୁ ଏନ ଲି )ଙ୍କୁ ମାରିଦିଆଯିବ,ତେଣୁ କାର୍ଯ୍ୟକ୍ରମ ରେ ଯିବାକୁ ପଡିବ, ତେଣୁ ଚାଇନା ର ପ୍ରଧାନମନ୍ତ୍ରୀ ଅଫିସରୁ ଭାରତ ସରକାର ଙ୍କୁ ଅନୁରୋଧ କରାଗଲା ଯେ ଏକ ପ୍ଲେନ ଭଡା ସୂତ୍ରରେ ଦେବାକୁ, ଯେତେବେଳେ ଏହାର କାରଣ ପଚାରିଲେ ଭାରତୀୟ ସଂସ୍ଥା,ସେତେବେଳେ ଚାଇନା ଏଜେନ୍ସି କହିଲେ ଆମେ କହିପାରିବୁନି ଆମେ ପ୍ରଧାନମନ୍ତ୍ରୀ କଥା ହେବେ ଭାରତ ପ୍ରଧାନମନ୍ତ୍ରୀ ଙ୍କୁ,ସେତେବେଳେ ଜବାହରଲାଲ ନେହେରୁ ଥିଲେ ପ୍ରଧାନମନ୍ତ୍ରୀ,ଦୁଇ ରାଷ୍ଟ୍ର ମୁଖ୍ୟ କଥା ହେଲେ,ପ୍ରଧାନମନ୍ତ୍ରୀ କହିଲେ ଏଥିରେ ଆମର ଏକ ସଂସ୍ଥା ଅଛି ସେ ଆପଣକୁ ସବୁ ସହଯୋଗ କରିବେ,ତାପରେ ଭାରତୀୟ ଜାସୁସ ସଂସ୍ଥା IB ର ମୁଖିଆ R N cow ଥିଲେ ଆଇ ବି ଚିଫ,, ଚାଇନା ପ୍ରଧାନମନ୍ତ୍ରୀ ଙ୍କୁ ଯୋଗେଇ ଦିଆଗଲା ଏକ ଛୋଟ ପ୍ଲେନ ନାଁ ( କାଶ୍ମୀର ପ୍ରିନସେସ ),, ପ୍ଲେନ ପଂହଁଚିଲା,ଯୋଜନା ହେଲା 11ଆପ୍ରଲ 1955 ରେ ଚଟାର୍ଡ଼ ପ୍ଲେନ ଉଡ଼ିବ ହଂକଙ୍ଗ ରୁ ବ୍ୟାଙ୍କକ ହେଇ ଇଣ୍ଡୋନେସିଆ,, ପ୍ଲେନ ରେଡି,ତିନି ଜଣ ଜାହାଜ କର୍ମଚାରୀ ମୁଖ୍ୟ ପାଇଲଟ D K ଜତୁରୀ,କୋ ପାଇଲଟ ଗୋଡ଼ବଲେ,ଓ ପ୍ଲେନ ଇଞ୍ଜିନିଅର A N କାର୍ତିକ,, ଦିନ ଏଗାରଟା ବେଳେ ଥିଲା ଯିବାର,, କିନ୍ତୁ ହଟାତ ଏକ ଫୋନ କଲ ଆସିଲା ଯେ ପ୍ରଧାନମନ୍ତ୍ରୀ ସେ ପ୍ଲେନ ରେ ଯିବେନି,, ଅନ୍ୟ 16 ଜଣ ଯିବେ,ସେଇଆ ହେଲା,ସମୁଦାୟ 19 ଜଣଙ୍କୁ ନେଇ ପ୍ଲେନ ବାହାରିଲା ଇଣ୍ଡୋନେସିଆ,କିଛି ବାଟ ଉଡିଲା ପରେ ଠିକ ଇଣ୍ଡୋନେସିଆ ପୂର୍ବରୁ ହଟାତ ପ୍ଲେନ ରେ ଏକ ଜୋରରେ ବ୍ଲାଷ୍ଟିଙ୍ଗ ହେଇ ନିଆଁ ଲାଗିଲା,18 ହଜାର ଫୁଟ ଉପରେ ଥିବା ପ୍ଲେନ ସିଧା ସମୁଦ୍ର ଭିତରେ ପଡିଲା 16 ଜଣ ମଲେ,, ତିନିଜଣ ବଞ୍ଚିଲେ କେବଳ ସମୁଦ୍ର ରେ ଆଠ କିଲୋମିଟର ଭଙ୍ଗା ପ୍ଲେନ ର ଉପରେ ବସିଲେ ଖଣ୍ଡିଆ ଖବରା ହେଇ,ପାଇଲଟ ଦୁଇ ଜଣଙ୍କ ମୁର୍ତ୍ତୃ ହେଲା ବଞ୍ଚିଲେ ଇଞ୍ଜିନିଅର,, ସେମାନେ ତିନିଦିନ ପରେ ଲାଗିଲେ ଏକ ଦୀପରେ,,, ଚାଲିଲା ତଦନ୍ତ,, ଚାରୋଟି ଦେଶକୁ ତଦନ୍ତ ପରିସର କରାଗଲା କାରଣ ପ୍ଲେନ ଟି ଆମେରିକା ର,ଓ ହଁକାଙ୍ଗ ରେ ଜଣେ ପ୍ଲେନ ଭିତରେ ପଶି ଚେକିଙ୍ଗ କରିଥିଲେ ତାଙ୍କ ନାଁ (ଚାଉ ଚୁ) ସେ ଥିଲେ ତାଇବାନ ର,ତେଣୁ ତାଇବାନ ରହିଲା ତଦନ୍ତ ଭିତରେ,ଓ ବାକି ଭାରତ ଓ ଚାଇନା,, ଅନୁସନ୍ଧାନ କଲେ ଭାରତ ଆଇ ବି ଚିଫ ଏ ଏନ କୋଉ ଶାହବ,, ଯେତେବେଳେ ତାଇବାନ ର ଜାସୁସ ଏଜେନ୍ସି ସଂସ୍ଥା KMT କୁ କୁହାଗଲା ଯେ ଆପଣଂକ ଲୋକ ଯାଇ ଥିଲା ପ୍ଲେନ ଭିତରକୁ ସେ କିଏ KMT ମିଛ ନାଁ କହିଥିଲା,କାରଣ ତାଇବାନ ବିଦ୍ରୋହୀ ଥିଲେ ତାଙ୍କର ଚାଇନା ସହିତ ଅନେକ ଶତ୍ରୁତା ଥିଲା,,, ସାତ ମାସ ଲାଗିଥିଲା ତଦନ୍ତ,ଶେଷରେ AN କୋଉ ଶାହବ ପୁରା ତଥ୍ୟ ଦେଇଥିଲେ ଭାରତ ପ୍ରଧାନମନ୍ତ୍ରୀ ଙ୍କୁ ଓ ପୁରା ତଦନ୍ତ ଫାଇଲ ଟା ନେଇ ଯାଇଥିଲେ ନେହେରୁ ଚାଇନାକୁ ସାଙ୍ଗରେ ଥିଲେ ଭାରତୟ ଏଜେସି ର ବଡ଼ ବଡ଼ ଅଫିସର,ପ୍ରକୁର୍ତ୍ତରେ ତାଇବାନ ର ଜାସୁସ ଥିଲା ଚାଉ ଚୋ,ପ୍ଲେନ ରେ ବୋମା ଖଞ୍ଜିବା ପରେ ସେ କୁଆଡେ ଗଲା ଓ ତାକୁ କୋଉଠିକି ନେଇଗଲେ ଆଜି ପର୍ଯ୍ୟନ୍ତ କେହି ଜାଣିପାରୁନାହାନ୍ତି,, ଯାହା ଶୁଣାଯାଉଛି ଆମେରିକା କରିଥିଲା ଷଡଯନ୍ତ୍ର କିପରି ଭାରତ ଓ ଚାଇନା ର ସଂପର୍କ ବିଗିଡିବ ହେଇଥିଲା ତାଇବାନ ସହିତ ଯୋଜନା,, ଏଥିରେ ସତ୍ୟ କେତେ ଅଛି ଆଜି ପଯ୍ୟନ୍ତ ଜାଣି ହେଉନି,,,

Leave a Reply

Your email address will not be published. Required fields are marked *

You Missed