Spread the love

ଋଷ ଓ ୟୁକ୍ରେନ ଯୁଦ୍ଧକୁ ପୁରିଲା ପୁରା ବର୍ଷେ । ୨୦୨୨ ଫେବୃଆରୀ ୨୪ ତାରିଖରେ ଋଷ ଶାସକ ପୁଟିନ୍ ଯୁଦ୍ଧଂଦେହୀ ଡାକରା ଦେବା ପରେ ଆରମ୍ଭ ହୋଇଯାଇଥିଲା ଆକ୍ରମଣ ।

ଯାହା ଆଜିଯାଏଁ ସରିନି । ଅନେକ ଆଲୋଚନା ପର୍ଯ୍ୟାଲୋଚନା ସରିଯାଇଛି ।

ହେଲେ କିଛି ବି ନିଷ୍କର୍ଷ ବାହାରିପାରୁନି । ଦୁଇ ପକ୍ଷର ନେତା ନିଜ ନିଜ ଜିଦିରେ ଅଟଳ ।

Leave a Reply

Your email address will not be published. Required fields are marked *