ଭାଷା ଆମର ଗର୍ବ, ଭାଷା ଆମର ସମ୍ମାନ। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ପ୍ରସ୍ତୁତ ହୋଇଥିବା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ବେଶ ହୃଦୟସ୍ପର୍ଶୀ ହୋଇଛି। ଆସନ୍ତୁ, ସଭିଏଁ ଏହାକୁ ଏକସ୍ୱରରେ ଗାଇବା, ଓଡ଼ିଆ ଅସ୍ମିତାକୁ ସମୃଦ୍ଧ କରିବା। ବନ୍ଦେ ଉତ୍କଳ ଜନନୀ,ଓଡ଼ିଆଭାଷାସମ୍ମିଳନୀ,ବର୍ଣ୍ଣାଢ୍ୟ ପରିବେଶରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଏହା ସ୍ମରଣୀୟ କରିବ l ଓଡ଼ିଆ ବର୍ଣ୍ଣମାଳାରେ ସୁଶୋଭିତ ଅକ୍ଷର ଭୂମି, ଆମ ଭାଷା, ସଂସ୍କୃତି, କଳା, ଜୟଗାନ କରୁଛି ଓଡ଼ିଆଭାଷାସମ୍ମିଳନୀ,ବିଶ୍ୱଓଡ଼ିଆଭାଷାସମ୍ମିଳନୀ, ଓ ଓଡ଼ିଆଭାଷା ଭାଷା, ଭାଷା ହିଁଭବିଷ୍ୟତ