Spread the love Post navigation ଆଜି ନବୀନ ସରକାରଙ୍କ ପଞ୍ଚମପାଳିର ଅନ୍ତିମ ବଜେଟ ଉପସ୍ଥାପନ ହେବ l ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରିବେ। ଦଶମ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନକଲି ବାର୍ତ୍ତା ଏବଂ ୱେବସାଇଟର ଲିଙ୍କକୁ ପ୍ରତିକ୍ରିୟା ନକରିବାକୁ ସିବିଏସ୍ଇ ବୋର୍ଡ ଦେଲା ଚେତାବନୀ l ସାମ୍ପୁଲ ପେପର ସରକାରୀ ସିବିଏସ୍ଇ ୱେବସାଇଟ୍ www.cbse.gov.in ରେ ମାଗଣାରେ ଉପଲବ୍ଧ। ସାମ୍ପୁଲ ପେପର ଡାଉନଲୋଡ୍ କରିବା ପାଇଁ ବୋର୍ଡ କୌଣସି ଶୁଳ୍କ ଆଦାୟ କରେ ନାହିଁ।
News ଆସନ୍ତା ୧୪ ତାରିଖ ଦିନ ସାରା ରାଜ୍ୟରେ ମହା ବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଳିତ ହେବାକୁ ଯାଉଛି। ଏହି ପର୍ବ ର ଶୃଙ୍ଖଳିତ ପାଳନ ଉପଲକ୍ଷେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟ ଠାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି,ସନ୍ଦିଗ୍ଧ ଗାଡ଼ି, ମଦ୍ୟପାନ କରି ଗାଡ଼ି ଚାଳନା, ଚୋରା ମଦ ବିକ୍ରି ଉପରେ କଡାକଡି ଆକ୍ସନ ନିଆଯିବ Darshan Samikhya Apr 13, 2025 0 Comments
News ରାଉରକେଲା //ସମ୍ପୁର୍ଣ୍ଣ ରାଉରକେଲା କୁ ଆବର୍ଜନା ମୁକ୍ତ କରିବାର ବିପୁଳ ପ୍ରୟାସର ଉପକ୍ରମ ଋପେ ଏନଆଇଟି ରେ ସଂଗଠିତ ସ୍ବଚ୍ଛତା ଅଭିଯାନର ଏକଶତ ସପ୍ତାହ ପୂର୍ତ୍ତି ପାଳନ ଅନୁଷ୍ଠିତ ହୋଇଯାଇଛି। Darshan Samikhya Apr 13, 2025 0 Comments
News ଲୁହl ଚୋରା ଚାଲାଣ ରେ ସାମିଲ ଥିବା ଦୁଇ ମୁଖ୍ୟ ଙ୍କୁ ଗିରଫ କଲା ବାଲିମି ପୋଲିସ,l ଘଟଣା କୁ ଗୁରୁତ୍ଵ ଦେଇ ଵାଲିମି ପୋଲିସ ତଦନ୍ତ କରିବା ପରେ ଦୁଇ ଜଣକୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l Darshan Samikhya Apr 13, 2025 0 Comments