Spread the love

ବିହାର ରାଜନୀତିରେ ହଲଚଲ୍

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ହଟଚମଟ, ବିଜେପି ସହଯୋଗରେ ପୁଣି ସରକାର ଗଢ଼ିବା ସମ୍ଭାବନା।

ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ନୀତିଶ କୁମାର, ୨୮ ଜାନୁଆରୀରେ ଶପଥ ନେଇପାରେ ନୂଆ ମନ୍ତ୍ରିମଣ୍ଡଳ।

ବିହାରରେ ନୂଆ ରୂପରେ ଫେରୁଛି BJP-JDU ପୁରୁଣା ମେଣ୍ଟ।

ଲାଲୁ ପ୍ରସାଦ ଯାଦବଙ୍କ RJD ଆଉଟ୍

ସହଯୋଗୀ କଂଗ୍ରେସ ଓ ଆର୍‌ଜେଡିକୁ ଛାଡ଼ି NDA ସହ ମେଣ୍ଟ କରିପାରନ୍ତି ଜେଡିୟୁ ମୁଖ୍ୟ ନୀତିଶ୍ କୁମାର।

ଜାନୁଆରୀ ୨୮ ତାରିଖରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତିଶ କୁମାର।

Leave a Reply

Your email address will not be published. Required fields are marked *