Spread the love

ପଳାତକଙ୍କୁ ଆଣିବାକୁ ୟୁକେ ଯିବ ED-CBI-NIAର ମିଳିତ ଟିମ୍
ଶୀଘ୍ର ବୈଦେଶିକ ବିଭାଗର ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଯିବ
ସଞ୍ଜୟ ଭଣ୍ଡାରୀ , ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କୁ ଆଣିବାକୁ ଯିବ
୩ ଜଣଙ୍କ ନାଁରେ ଠକେଇ ମାମଲା ଥିଲା ବେଳେ ୟୁକେରେ ରହୁଛନ୍ତି!.
ଭାରତ ପ୍ରତ୍ୟର୍ପଣ ରୋକିବାକୁ ସମସ୍ତେ କୋର୍ଟର ଆଶ୍ରୟ ନେଇଛନ୍ତି
ତୁରନ୍ତ ଏକ ଉଚ୍ଚସ୍ତରୀୟ ଟିମ୍‌ ଲଣ୍ଡନ ସ୍ଥିତ ହାଇକମିଶନଙ୍କୁ ଭେଟିବ
ପ୍ରତ୍ୟର୍ପଣ ନେଇ ଥିବା ପ୍ରତିବନ୍ଧକ ହଟାଇବାକୁ ଉଦ୍ୟମ କରିବ ଟିମ୍‌!.

Leave a Reply

Your email address will not be published. Required fields are marked *