Spread the love Post navigation ଏକ ପିତାର ବଳିଦାନ ତା ପରିବାରପ୍ରତି ଅତୁଳନୀୟ ଏହା ପ୍ରତିଫଳିତ ହେଉଛି ତୁର୍କୀରେ ହୋଇଥିବା ମହାବିନାଶକ ଭୂମିକମ୍ପ ପରର ଦୃଶ୍ୟ । ଉଦ୍ଧାରକାରୀ ସଦସ୍ୟ ଭୁଶୁଡି ପଡିଥିବା ଘରରୁ ଲୋକମାନଙ୍କୁ ଉଦ୍ଧାରକରୁଥିବା ସମୟରେ ଏକ ବିସ୍ମୟ ଜନକ ଦୃଶ୍ୟ ଦେଖିଲେ।ଗୋଟେ ପିତା ତା ପିଲାମାନଙ୍କୁ ବଞ୍ଚେଇବା ପାଇଁ ଏକ କାନ୍ଥ ପରି ଛିଡାହୋଇ ପିଲାମାନଙ୍କୁ ତାଙ୍କ ତଳେ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ରଖିବାକୁ ଚେଷ୍ଟାକରି ଶେଷରେ ନିଜ ଜୀବନ ଦେଇଦେଇଛନ୍ତି କିନ୍ତୁ ପିଲାଙ୍କୁ ବଞ୍ଚେଇ ଦେଇଛନ୍ତି। 914 New Asst professors and Lecturers Join Odisha Colleges At One Go
News ଅବକାରୀ କାର୍ଯ୍ୟାଳୟ ଉଦ୍ଘାଟିତ//ଖୋର୍ଦ୍ଧା ଠାରେ ଆଜି ଅପରାହ୍ନରେ ଜିଲ୍ଲା ସଦର ମହକୁମାସ୍ଥ ଟି ଏଲ ସି ରୋଡ ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟ ସମ୍ମୁଖ ୩କୋଟି ୬୫ଲକ୍ଷ ବ୍ୟୟରେ ୩ମହଲା ବିଶିଷ୍ଟ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ କଲ୍ୟାଣ ନିଗମ ଲିଃ ଦ୍ଵାରା ନବନିର୍ମିତ ଖୋର୍ଦ୍ଧା ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଉଦଘାଟନ ହେଲା Darshan Samikhya Apr 20, 2025 0 Comments
News Father of Urdu//Maulvi Abdul Haq,Born today in 20th April 1790,whose contributions towards establishing and enriching Urdu literature are unparalleled Darshan Samikhya Apr 20, 2025 0 Comments
News Adolf Hitler//Born in 20th april 1889, was an Austrian-born German politician who rose to power as the leader of the Nazi Party.Hitler’s legacy is one of extreme violence, racism, and war, leaving a lasting impact on the world. Darshan Samikhya Apr 20, 2025 0 Comments