Spread the love

24 ବର୍ଷର ମୁଖ୍ୟମନ୍ତ୍ରୀ ର ଅଭିଜ୍ଞତା ଓ 26 ବର୍ଷ ର ଓଡିଶା ରାଜନୀତି ଶିକ୍ଷା ଆଜି ନବୀନ ଙ୍କୁ ଆଉ ଏକ ଧୂଆଁଧାର ଇନିଂସ ଖେଳିବାବୁ ନିମନ୍ତ୍ରଣ କରୁଥିବା ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଏକ ମନ୍ତ୍ୟବ ଆଜି ସମଗ୍ର ରାଜ୍ୟରେ ଚଞ୍ଚଲ୍ୟ ଖେଳେଇଦେଇଛି,, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଲେ ବିରୋଧୀ ଯେତେ ବିରୋଧ କଲେ ବି ମହାପ୍ରଭୁ ଙ୍କ କାମ ବନ୍ଦ କରିପାରିବେନି,
ପୁରୀ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ତଥା ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ଚାଉଳ ଓ ଗୁଆ ଅର୍ପଣ ପାଇଁ ଆୟୋଜିତ “ଅର୍ପଣ ରଥ” ରେ ଆଗ ଅଗଣିତ ଜଗନ୍ନାଥ ପ୍ରେମୀ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ତଥା ଭାବମୟ ପରିବେଶରେ ପ୍ରତି ସାହି ଗଳି କନ୍ଦିରେ ମା ଓ ଭଉଣୀ ମାନେ ସ୍ଵତଃ ପ୍ରବୃତ ଭାବେ ଦ୍ଵାର ମୁହଁରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପୂର୍ବକ ଚାଉଳ ଓ ଗୁଆ ଅର୍ପଣ କରୁଛନ୍ତି ଓ ଜୟ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇ ଭାବମୟ ପରିବେଶ ସୃଷ୍ଟି କରୁଛନ୍ତି “ମହାପ୍ରଭୁଙ୍କ ପାଇଁ ଉଦ୍ଧିଷ୍ଟ ଅର୍ପଣ ରଥ..”,ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଗଣିତ ଜଗନ୍ନାଥ ପ୍ରେମୀ ଓ ମୋର ମା ମାନେ ଯେମିତି ସବୁଠାରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଭକ୍ତଗଣଙ୍କ ସମାରୋହରେ ସମାହିତ ହୋଇ ସମ୍ବର୍ଦ୍ଧନା ଦେବାକୁ ଆଗେଇଆସୁଛନ୍ତି ମୁଁ ନିଜକୁ ଗର୍ବ ଅନୁଭବ କରୁଛି ଜଣେ ଓଡ଼ିଆ ହିସାବରେ,.ଭବ୍ୟ “ଅର୍ପଣ ରଥ”…ଜୟ ଜୟ ଜଗନ୍ନାଥ.. ଜୟ ଜୟ ଜଗନ୍ନାଥ.. ଜୟ ଜୟ ଜଗନ୍ନାଥ.. ମୁଁ ବର୍ତମାନ ଏତିକି କହିବି,,
(ନିଳାଚଳ ଧାମ ଯାଇ ମୁଁ ପାରୁନି
ନିଳାଚଳ ଧାମ ଯାଇ ମୁଁ ପାରୁନି
ଏଇଠି କରୁଚି ଦଣ୍ଡବତ…..
ହେ ଜଗନ୍ନାଥ ହେ ଜଗନ୍ନାଥ
ହେ ଜଗନ୍ନାଥ ହେ ଜଗନ୍ନାଥ..)
ଜୀବନରେ ଭବିଷ୍ୟତ ସ୍ଵରୂପରେ ଏକ ଭୟାନକ ଆକର୍ଷଣ ରହେ, ଏପରି ଆକର୍ଷଣ ଯେପରି ଏକ ଝିଣ୍ଟିକା ପାଇଁ ଦୀପ ଶିଖାରେ ରହି- ଥାଏ। ଶିଖାର ସମ୍ମୋହନରେ ଫସି ଯାଇ ପତଙ୍ଗ ନିଜ ପର ଜଳାଇ ମଧ୍ୟ ତାହାର ଦିଗକୁ ପ୍ରେମରେ ଲିପ୍ତ ହୋଇରହିଥାଏ। ଏପର୍ଯ୍ୟନ୍ତ କି ଶେଷରେ ଜଳି ଯାଇ ଅଙ୍ଗାର ହୋଇଯାଏ।ପ୍ରତ୍ୟେକ କ୍ଷଣ ନିମ୍ନ ସ୍ଵାର୍ଥ,  ଜଘନ୍ୟ ରୁଚିର  । ଏହାର ପରିଣାମ ସ୍ଵରୂପ ସେ ନିଜେ ତ ପତନର ଗର୍ଭରେ ଗଳି ପଡୁଛି।ଜୀବନ ଆଜି ଅଛି କାଲି ନଥାଇ ପାରେ।ତେଣୁ ସମାଜ ପାଇଁ ଏପରି କିଛି କରିବାର ଅଛି ଯାହାର ପରିଣାମ ସ୍ୱରୂପ ଆମେ କରି ଆସୁଥିବା କିଛି ବିପଦ ରୁ ମୁକ୍ତି ପାଇବା।
ଆଜି ଅନୁଭବ ହେଉଛି ପରିକ୍ରମା ପ୍ରକଳ୍ପ ପାଇଁ ଗାଁ ଗାଁ ସହର ସହର ବୁଲୁଥିବା ରଥ ଆନୁକୂଲ୍ୟରେ ବିଭିନ୍ନ ସ୍ଥାନରେ ଯୁବ ସମାଜ କୁ ସତ ମାର୍ଗରେ ପରିଚାଳିତ କରିବାର ଉଦ୍ଦେଶ୍ଯ ନେଇ କବିତାପାଠ ର ଆୟୋଜନ ଏବଂ ସେମାନଙ୍କୁ ଉତ୍ସାହିତ କରି ସମ୍ବର୍ଦ୍ଦିତ କରାଯାଉଛି, ଦେଖିଲେ ଖୁସି ଲାଗୁଛି,, ମୋ ବିରୋଧୀଯେତେ ବିରୋଧ କଲେ ପ୍ରଭୁ ଜଗନ୍ନାଥ ତାହାର ଉଚିତ ଜବାବ ଦେବେ,,ଓଡିଶା ର ଜନସାଧାରଣଙ୍କୁ ଧନ୍ୟବାଦ ଦେବି ସମାଜପାଇଁ କିଛି ସମୟ ଦେଇଥିବାରୁ ମୁଁ ନିଜକୁ ଧନ୍ଯ ମନେକରି ଜଣେ ଓଡ଼ିଆ ଭାବେ ଗର୍ବ ଅନୁଭବ କରୁଛି,

Leave a Reply

Your email address will not be published. Required fields are marked *