Spread the love

ପ୍ରତି ବର୍ଷ ଫେବୃଆରୀ ୨୧ ତାରିଖ ” ବିଶ୍ଵ ମାତୃଭାଷା ଦିବସ ” ଭାବରେ ପାଳନ କରାଯାଏ । ଠିକ୍ ବିଶ୍ଵ ମାତୃଭାଷା ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଫେବୃଆରୀ ୨୦ ତାରିଖ ୨୦୧୪ ମସିହାରେ ଆମ ମାତୃଭାଷା ଓଡ଼ିଆକୁ ଷଷ୍ଠ ଶାସ୍ତ୍ରୀୟ ଭାଷା ରୂପେ କେନ୍ଦ୍ର ସରକାରଙ୍କ ଗଠିତ କମିଟି ଅନୁମୋଦନ କରିଥିଲା !ପରେ ୨୦୧୪ ମସିହାରେ ବିଧିବଦ୍ଧ ଭାବରେ କେନ୍ଦ୍ର ସରକାର ମାର୍ଚ୍ଚ ୧୧ ତାରିଖରେ ଆମ ମାତୃଭାଷା ଓଡ଼ିଆକୁ ଷଷ୍ଠ ଶାସ୍ତ୍ରୀୟ ଭାଷା ରୂପେ ମାନ୍ୟତା ପ୍ରଦାନ କରି ବିଜ୍ଞପ୍ତି ଜାରି କରିଥିଲେ । ଏହା ପୂର୍ବରୁ ୫ଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ହୋଇଛି ।ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ପ୍ରଥମ ଭାଷା ତାମିଲ (୨୦୦୪),ଦ୍ୱିତୀୟ ଭାଷା ସଂସ୍କୃତ (୨୦୦୫),ତୃତୀୟ ଭାଷା କନ୍ନଡ (୨୦୦୮),ଚତୁର୍ଥ ଭାଷା ତେଲୁଗୁ (୨୦୦୮),ପଞ୍ଚମ ଭାଷା ମାଲାୟଲମ୍ (୨୦୧୩) ଓ ଷଷ୍ଠ ଭାଷା ରୂପେ ଆମ ମାତୃଭାଷା ଓଡ଼ିଆ (୨୦୧୪) ।ପ୍ରତ୍ୟେକ ସ୍ଵାଭିମାନୀ ଓଡ଼ିଆ ମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।ସେଥିପାଇଁ ପ୍ରାୟ ୩ଦିନ ଫେବୃଆରୀ ୧୯/୨୦/୨୧ ତାରିଖକୁ ମାତୃଭାଷା ବାର୍ଷିକୀ ସମାରୋହ ଆୟୋଜିତ କରିଥାନ୍ତି ।

ଆମ ମାତୃଭାଷାର ପ୍ରଚାର ପ୍ରସାର ଓ ବାର୍ଷିକୀ ସମାରୋହ ଉପଲକ୍ଷେ ଓଡ଼ିଶା ଜନସେବା ସଂଗଠନ (OJSS, ଗ୍ରେଟର ନୋଏଡା) ଏବଂ ଓଡ଼ିଶା ସେବା ସମିତି (OSS, ସାହିବାବାଦ)ର ମିଳିତ ସହଯୋଗରେ ଦିଲ୍ଲୀ/ଏନ୍ ସି ଆର ରେ ପ୍ରବାସୀ ଓଡ଼ିଆ ପିଲାମାନଙ୍କୁ ଶିକ୍ଷ୍ୟା ପ୍ରଦାନ କରି ଆସୁଥିବା ସ୍ବେଛାସେବୀ ଶିକ୍ଷା ଅନୁଷ୍ଠାନ ଆମ ଓଡ଼ିଆ ପାଠଶାଳା – ଗୁରୁକୁଳ ଆସନ୍ତା ଫେବୃୟାରୀ ୧୯ ତାରିଖ ରବିବାର ସନ୍ଧ୍ୟା ୮ଟାରେ ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ଯାଉଛି ।ଏଥିରେ ଅନେକ ଭାଷାପ୍ରେମୀ ଓ ବିଶିଷ୍ଟ କବିମାନଙ୍କ ଦ୍ଵାରା virtually କବିତା ପାଠ ସହିତ ଆମ ମାତୃଭାଷାର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନା ଅନୁଷ୍ଠିତ ହେବ। ଏହି ସୁନ୍ଦର କାର୍ଯ୍ୟକ୍ରମ ଆମ ମାତୃଭାଷା – ଆମ ପରିଚୟ ରେ ଆପଣ ମାନେ Zoom ମାଧ୍ୟମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅନୁରୋଧ ।
କାର୍ଯ୍ୟସୂଚୀ :
କାର୍ଯ୍ୟକ୍ରମ :
ଆମ ମାତୃଭାଷା – ଆମ ପରିଚୟ
ତାରିଖ: ୧୯/୨/୨୦୨୩ (ରବିବାର)
ସମୟ:ରାତି ୮ ରୁ ୯.୩୦
ସ୍ଥାନ:
Zoom Meeting ID:
89979465809
Passcode:
923428

ଭାଷା ଜନନୀର ଜୟ
🙏🙏
୧୫ ଉଜ୍ବଳ ଜ୍ୟୋତି କବି ବୃନ୍ଦ:⬇️
ମୈତ୍ରେୟୀ କମିଳା,
ମୁମ୍ୱାଇ

ମନୋଜ ମିଶ୍ର
ଦିଲ୍ଲୀ

ଡ଼ ଅରୁନ୍ଧତୀ ମହାନ୍ତି
ମୁମ୍ବାଇ

ସଚିତ୍ର ବେହେରା
ପଟ୍ଟାମୁଣ୍ଡାଇ

ଅପରାଜିତା ପରିଡ଼ା
କଟକ

କ୍ଷୀରୋଦ ପାଣିଗ୍ରାହୀ
ଭୋପାଳ,ମଧ୍ୟପ୍ରଦେଶ

ଗୀତାଞ୍ଜଳି ଷଡ଼ଙ୍ଗୀ
ଭୁବନେଶ୍ୱର

ଡ଼ ସୁଜାତା ମୁଣ୍ଡ୍
ଜଗତସିଂହପୁର

ଅର୍ଜୁନ ପ୍ରଧାନ , ନରସିଂହପୁର,କଟକ

ଲକ୍ଷ୍ମୀ ପ୍ରିୟା ଓଝା , ବରୋଦା, ଗୁଜୁରାଟ

ପ୍ରଫେସର ଅମୀୟ ପ୍ରଧାନ ଗ୍ରେଟର ନୋଇଡ଼ା, ଉତ୍ତର ପ୍ରଦେଶ

ନିରୁପମା ପାଣି
ଭଦ୍ରକ

ନଗେନ୍ଦ୍ର କୁମାର ରାଉତ
ନବରଙ୍ଗପୁର

ଜ୍ଞାନ ରଞ୍ଜନ ନାୟକ
ଜଗତସିଂହପୁର

ସଂଘମିତ୍ରା କବି
ଯାଜପୁର

ଅନ୍ ଲାଇନ୍ ଲିଙ୍କ
⬇️
ZOOM ID:
89979465809
PASSCODE:
923428

Leave a Reply

Your email address will not be published. Required fields are marked *