ହ୍ବାଟ୍ସଆପ୍ ରେ ଏଣିକି ଏକକାଳୀନ ୧୦୦ ଫାଇଲ୍ ସେଣ୍ଡ୍(ପ୍ରେରଣ) କରାଯାଇ ପାରିବ ।
ସବୁଠୁ ବଡ କଥା ହେଉଛି କି ଏଣିକି ଏକାସାଙ୍ଗରେ ୧୦୦ଟି ଡକ୍ୟୁମେଣ୍ଟ ମଧ୍ୟ ପଠାଇପାରିବେ ୟୁଜର୍ସ ।
ଏଥିସହ ସମସ୍ତ ଫାଇଲ୍ ରେ କ୍ୟାପ୍ସନ୍ ସଂଯୋଗ ମଧ୍ୟ କରିପାରିବେ