Spread the love Post navigation ଆଜି ପୁଣି ଭୂମିକମ୍ପ ଅନୁଭୂତ ହେଲା ଜାମୁ କାଶ୍ମୀର ରେ ଯାହାର ତୀବ୍ରତା 3.6 ଆକଳନ କରାଯାଇଛି. ଗତକାଲି ମଧ୍ୟ୍ୟ ମେଘାଳୟ ରେ ଭୂମିକମ୍ପ ହେଇଥିଲା.ତେବେ କୌଣସି କ୍ଷତି ହେଇନି ଗତ କିଛି ଦିନ ତଳେ ଜଣେ ବୈଜ୍ଞାନିକ ଯାହା କହିଥିଲେ ଧୀରେ ଧୀରେ ଘଟୁଛି ସମ୍ପ୍ରସାରିତ ହେବ ଓ ଝଲସିବ ରସୁଲଗଡ଼-ଖଣ୍ଡଗିରି ରାସ୍ତା, ରସୁଲଗଡ଼ରୁ ଖଣ୍ଡଗିରି NH-୧୬ ପରଖିଲେ BDA ଉପାଧ୍ୟକ୍ଷ, G-20 ସମ୍ମିଳନୀ ପାଇଁ ଅନେକ ବିଦେଶୀ ପ୍ରତିନିଧି ଭୁବନେଶ୍ୱର ଆସିବେ, ଏପ୍ରିଲ ୨୪ରୁ ୨୬ ଓ ମେ ୧୫ରୁ ୧୭ ଭୁବନେଶ୍ୱରରେ ବୈଠକ ରହିଛି, ତେଣୁ ରସୁଲଗଡ଼ରୁ ଖଣ୍ଡଗିରି ପର୍ଯ୍ୟନ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ ହେବ
News ଭୁବନେଶ୍ୱର //ସତ୍ୟନଗର ଲେଡିଜ୍ ଫୋରମ୍ ର ନବ ନିର୍ବାଚନ ହୋଇଯାଇଅଛି।ଏହି ସଭା ଏକାମ୍ର ହାଟ ଠାରେ ଅନୁଷ୍ଠିତ ହୋଇଯାଇଅଛି। Darshan Samikhya Apr 19, 2025 0 Comments
News କଟକ ରେ ଉନ୍ମୋଚନ ହେଲା ବିଶିଷ୍ଟ ବାହୁକୁସ୍ତି କ୍ରୀଡ଼ାବିଦ ଙ୍କ ଅବୟବ ପ୍ରତି ମୃତ୍ତି21ନମ୍ବର ୱାର୍ଡ ମାରୁଆଡ଼ିପଟି ମହାଦେବ ପୂଜାକମିଟି ନିମନ୍ତ୍ରଣରେ ପୁରୀ ଶ୍ରୀମନ୍ଦିର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମୁଖ୍ୟ ଶ୍ରୀଜଗନ୍ନାଥ ସ୍ୱାଇଁ ମହାପାତ୍ର ଯୋଗଦେଇଥିଲେ – କଟକରୁ ପ୍ରକାଶ ଚନ୍ଦ୍ର ବେଉରା ଦର୍ଶନ ସମୀକ୍ଷା Darshan Samikhya Apr 19, 2025 0 Comments
News କବି ଫନି ମହାନ୍ତି ଓ ଇଂ. ଜାମିନୀ ଦାସଙ୍କ କଲିକତା ଗସ୍ତ,କୋଲକାତାରୁ ଦିର୍ଘ ପଚାଶ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା “ଅନୁବାଦ”ର ସୁବର୍ଣ୍ଣ ଜୟନ୍ତି ପାଳନ ଅବସରରେଏକ କାର୍ଯ୍ୟକ୍ରମରେ ଯୋଗଦେବେ Darshan Samikhya Apr 19, 2025 0 Comments