Spread the love

ପୁରୁଷ ଏବଂ ନାରୀ ଏହି ଦୁଇଜଣଙ୍କ ର ଚିନ୍ତା ଧାରା ସବୁବେଳେ ଭିହ୍ନ ଥାଏ….

ପୁରୁଷ ସବୁ କିଛି ଭୁଲି ଯାଏ, କିନ୍ତୁ କ୍ଷମା କରେ ନାହିଁ ଓ ନାରୀ କ୍ଷମା କରିଦିଏ , କିନ୍ତୁ କୌଣସି କଥା ଭୁଲେ ନାହିଁ ….

ସର୍ବେ ଭବନ୍ତୁ ସୁଖିନଃ।
*ସର୍ବେ ସନ୍ତୁ ନିରାମୟାଃ*
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
*ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥*

ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

*ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ,

ନିଜର ସମୟ ଆଉ ଶବ୍ଦ କୁ ଦେଖିଚାହିଁ ଉପଯୋଗ କରିବା ଦରକାର କାରଣ ଥରେ ଏହାର ଉପଯୋଗ ହେଇଗଲେ ନା ଆଉ ଫେରି ପାରେ ନା ହିଁ ବଦଳେଇ ହୁଏ।

ମନୁଷ୍ୟର ପତନ ସେଇ ସମୟରେ ଆରମ୍ଭ ହୋଇଯାଇଥାଏ,ଯେବେ ସେ ନିଜ ଲୋକଙ୍କୁ ଖସେଇବା ପାଇଁ ଅନ୍ୟ ଲୋକଙ୍କ ଠାରୁ ବୁଦ୍ଧି ନେଇ ଥାଏ।

ଯଦି ମନୁଷ୍ୟ ମହାନ ହେବାକୁ ଚାହେଁ ତେବେ ସେ ଅନେକ କଠୋର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋବାକୁ ପଢେ।

ଖରାପ ଭାଷା ବ୍ୟବହାର କରିବା ଅର୍ଥ ମୋ ପାଖରେ ଭଲ ଭାଷା ବ୍ୟବହାର କଲାଭଳି ବୁଦ୍ଧି ନାହିଁ।*

ସହନଶୀଳତା ନିଶ୍ୱାର୍ଥପରତା
କରେ ନିଷ୍କପଟ ପୁଣ,
ଆତ୍ମ ବିଶ୍ଳେଷଣ କର୍ମ ପ୍ରବଣତା
*ଅଟେ ପରା ଦିବ୍ୟଗୁଣ ।*

ପ୍ରାର୍ଥନା ହେଉଛି ସୁଖ, ପ୍ରାର୍ଥନା ହେଉଛି ଶାନ୍ତି, ପ୍ରାର୍ଥନା କଲେ ଦୂର ହୁଏ ଜୀବନର ସବୁ କ୍ଲାନ୍ତି ।

କିଛି ନିର୍ଦ୍ଧିଷ୍ଟ ବୟସ ଅତିକ୍ରମ କରିବା ପରେ ମଣିଷ ପ୍ରେମ ଠାରୁ ଯାହା ବେଶି ଖୋଜେ ତାହା ହେଉଛି ଜଣେ ବିଶ୍ବସ୍ତ ଲୋକ ଆଉ ଗୋଟିଏ ଭରସା ଯୋଗ୍ୟ ହାତ ।

ବିଚ୍ଛେଦ ପରେ ନୂଆ ସମ୍ପର୍କ ଗଢିବାକୁ Character less କହନ୍ତି ନାହିଁ, ଏକା ସାଙ୍ଗରେ ଏକରୁ ଅଧିକ ସମ୍ପର୍କ ରଖିବାକୁ Character less କହନ୍ତି ।

Leave a Reply

Your email address will not be published. Required fields are marked *