Spread the love

କନ୍ଧମାଳ : ଫୁଲବାଣୀ ରେ 61 ତମ 2023 ଅବସରରେ ହୋମଗାର୍ଡ ଦିବସ ପାଳନ ହୋଇଯାଇଛି..

କନ୍ଧମାଳ ଜିଲ୍ଲା ହୋମଗାର୍ଡ କର୍ମକର୍ତା ଙ୍କୁ ନେଇଁ ୬୧,ତମ ହୋମଗାର୍ଡ ଦିବସ ବହୁ ଆଡମ୍ବର ରେ ପାଳିତ ହେଇଯାଇଛି l ଏହି ଅବସରରେ ପ୍ରଥମେ ଜିଲ୍ଲାର ସମସ୍ତ ଶୃଙ୍ଖଳିତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ କନ୍ଧମାଳ ଜିଲ୍ଲା ହୋମଗାର୍ଡ କମାଣ୍ଡେଣ୍ଟ ସୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦ୍ଦେଶନାରେ ପେରେଡ଼ ପରିଚାଳିତ ହେଇଥିଲା । ଉକ୍ତ କାର୍ଯ୍ୟକ୍ରମ ଟିକୁ ଜେନେରାଲ ଆର୍ ଆଇ ବିରସେନ ଶବର ଏବଂ ହୋମଗାର୍ଡ ଆର୍ ଆଇ ବାଲୁକେଶ୍ୱର କଚପ ପରିଚାଳିତ କରିଥିବା ଦେଖିବାକୁ ମିଳୁଛି । ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ସଭାପତି ପ୍ରଭାତ କୁମାର ସାହାଣୀ ଆବାହକ ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ ହୋମଗାର୍ଡ ସଂଘ ପରାମର୍ଶଦାତା ସାମ୍ବାଦିକ ତଥା ମାନବାଧିକାର ମିସନ ମିଡ଼ିଆ ସମ୍ପାଦକ କୁନା ଦିଗାଲ ସମ୍ପାଦକ ସପନ କୁମାର ମିଶ୍ର କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍ କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ଟାଉନ ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ଉପ ସଭାପତି ସାଫ୍ରିନ୍ ଖାନ୍ କୋଷାଧ୍ୟକ୍ଷ ଜୟନ୍ତୀ ଚୈଧୁରୀ ଉପସ୍ଥିତ ରହି ଶୃଙ୍ଖଳିତ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *