Spread the love Post navigation ଲିଙ୍ଗରାଜମନ୍ଦିରପାଇଁ_୩୨ପ୍ଲାଟୁନ୍ଲିଙ୍ଗରାଜଙ୍କ ଜାଗରଯାତ୍ରା ପାଇଁ ୩୨ ପ୍ଲାଟୁନ ଫୋର୍ସକଣ୍ଟ୍ରୋଲ ରୁମ ଜରିଆରେ ସୁରକ୍ଷା ଯାଞ୍ଚ ବ୍ୟବସ୍ଥାମନ୍ଦିର ଭିତର, ବାହାର ପାର୍କିଂ ସିସିଟିଭିରେ ରହିବସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ୧୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଥିବା କହିଲେ ଡିସିପି ଆଜି ପୁଣି ଭୂମିକମ୍ପ ଅନୁଭୂତ ହେଲା ଜାମୁ କାଶ୍ମୀର ରେ ଯାହାର ତୀବ୍ରତା 3.6 ଆକଳନ କରାଯାଇଛି. ଗତକାଲି ମଧ୍ୟ୍ୟ ମେଘାଳୟ ରେ ଭୂମିକମ୍ପ ହେଇଥିଲା.ତେବେ କୌଣସି କ୍ଷତି ହେଇନି ଗତ କିଛି ଦିନ ତଳେ ଜଣେ ବୈଜ୍ଞାନିକ ଯାହା କହିଥିଲେ ଧୀରେ ଧୀରେ ଘଟୁଛି
News ଓଡ଼ିଶାରେ ସାମ୍ବାଦିକତାକୁ ପ୍ରକୃତ ବୃତ୍ତି ଭାବେ ନେଇଥିବା ନବେ ପ୍ରତିଶତ ସାମ୍ବାଦିକ ଆର୍ଥିକ ଅନଗ୍ରସର, ସ୍ୱଳ୍ପ ଆୟକାରୀ। ସେମାନେ କିପରି ଚଳୁଛନ୍ତି। ସେମାନଙ୍କ ପିଲାଏ କିପରି ପଢୁଛନ୍ତି। ସେମାନଙ୍କ ଲାଇଫ୍ କିପରି କଟୁଛି, ତାହାର ଖବର କେହି ରଖନ୍ତିନି। ସଂସ୍ଥାର ଚାପ, ଘରର ଚାପ, ବାପା-ମାଆଙ୍କ ପ୍ରତି ଦାୟିତ୍ବ, ସ୍ତ୍ରୀ-ପିଲାମାନଂକ ପ୍ରତି କର୍ତବ୍ୟ ଏ ସବୁ ଭିତରେ ଧନ୍ଧି ହେଉଥିବା ଗରିବ ସାମ୍ବାଦିକଟିଏ କିପରି ପ୍ରତିଦିନ ଆଗକୁ ବଢୁଛି ସେକଥା କେହି କେବେ ପଚାରନ୍ତିନି। Darshan Samikhya Apr 19, 2025 0 Comments
News ରାମମନ୍ଦିର //45 ବର୍ଷ ପୂର୍ବେ ଭୁବନେଶ୍ୱର ୭ଜଣ ମିଶି ପ୍ରତିଷ୍ଠା କରିଥିଲେ ରାମ ମନ୍ଦିର, ଆଜି ଆସନ୍ତୁ ଜାଣିବା ଭୁବନେଶ୍ବରର କିଛି ଧାର୍ମିକ ଅନୁଷ୍ଠାନ ଓ ଏହାର ପ୍ରତିଷ୍ଠା ଇତିହାସ ବିଷୟରେ Darshan Samikhya Apr 19, 2025 0 Comments
News ଭୁବନେଶ୍ୱର //ଉତ୍କଳ ହସ୍ପିଟାଲ୍, ନୀଳାଦ୍ରି ବିହାର ଠାରେ ବିଶ୍ୱ ଯକୃତ୍ ଦିବସ ପାଳିତ ହୋଇଯାଇଅଛି,ଏଥିରେ ୨୦୦ ଜଣ ପୁରୁଷ ଓ ମହିଳା ଭାଗ ନେଇଥିଲେ, ଏହି କାର୍ଯ୍ୟକ୍ରମରେ ଯକୃତ୍ ସ୍ୱାସ୍ଥ୍ୟ ଓ ସାଧାରଣ ସୁସ୍ଥତା ପlଳନରେ ଗୁରୁତ୍ୱ ଦିଆଯାଇଥିଲା। Darshan Samikhya Apr 19, 2025 0 Comments