ତା -24-04-2025
ଦର୍ଶନ ସମୀକ୍ଷା :ବଡ଼ବିଲ
ଜାମୁ କାଶ୍ମୀର ପେହଲା ଗ୍ରାମ ରେ ପାକିସ୍ତାନ ଆତଙ୍କ ବାଦୀଙ୍କ ବରବର୍ତ୍ତା ଘଟଣା ରେ ଭାରତ ନିରୀହ ଛବିଶ ଜଣକୁ ମାରିବା ଓ ଧର୍ମ କୁ ନେଇ ରକ୍ତ ର ହୋଲି ଖେଳିବାକୁ ଆଜି କେନ୍ଦୁଝର ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ବଡ଼ବିଲ ସିଭିଲ ସୋସାଇଟି ଦ୍ୱାରା ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବଡ଼ବିଲ ଭୋଳା ଗ୍ୟାରେଜ ଠାରୁ ଅଟଳଛକ ପ୍ରଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ଭାବରେ ବାହାରି ଥିଲା ଏହି ଶୋଭାଯାତ୍ରା ରେ ସହ ସହ ବଡ଼ବିଲ ବାସୀ ଯୋଗ ଦେବା ସହ ଶୋଭାଯାତ୍ରା ଯାଉଥିବା ରାସ୍ତା ରେ ସନ୍ନମାନ ଜଣାଇବାପାଇଁ ଦୋକାନ ବଜାରର ଲାଇଟ ବନ୍ଦ କରିଥିଲେ ଓ ପରି ଶେଷରେ ଅଟଳ ଛକ ରେ କ୍ୟାଣ୍ଡାଲ ରଖି ସମସ୍ତ ଅମର ଆତ୍ମା କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
