Spread the love

ପ୍ରୟାଗରାଜ ମହାକୁମ୍ଭ ମେଳାରେ ବଡ଼ ଧରଣ ଅଘଟଣ। ମେଳାରେ ବଡ଼ ଧରଣର ଅଗ୍ନିକାଣ୍ଡର ଚିତ୍ର ସାମ୍ନାକୁ ଆସିଛି । ଶାସ୍ତ୍ରୀ ବ୍ରିଜ୍ ନିକଟ କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଟେଣ୍ଟ ଗୁଡ଼ିକ ଜଳିଯାଇଥିବା ଦେଖିବାକୁ ମିଳିଛି ।

ସିଲିଣ୍ଡର ବ୍ଲାଷ୍ଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ଘଟଣା ସ୍ଥଳରେ ପହଁଚିଛି ଅଗ୍ନିଶମ ବାହିନୀ । ଅଗ୍ନିଶମ ଅଧିକାରୀ ମାନେ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଅଗ୍ନିକାଣ୍ଡରେ ଘଟିଥିବା କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ିନାହିଁ ।

Related Post

Leave a Reply

Your email address will not be published. Required fields are marked *

You Missed