Spread the love

ମାର୍ଚ୍ଚ ୨୦ରେ ବିଧାନସଭା ଘେରିବ ନବ ନିର୍ମାଣ କୃଷକ ସଂଗଠନ।

ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ସରକାରଙ୍କ ଘେରିବ କୃଷକ ସଂଗଠନ । ରାଜ୍ୟରେ ମିଲରଙ୍କ କଟନୀ ଛଟନୀ, ଟାଟା ପାୱାରର ଗ୍ରାହକଙ୍କୁ ଶୋଷଣ ଓ ଚାଷୀଙ୍କ ପେନସନ ଦାବିରେରେ ଏହି ପ୍ରତିବାଦ କରାଯିବ । ତେବେ ପୂର୍ବରୁ ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ବେଳେ ମଧ୍ୟ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ କରାଯାଇଥିଲା । ହେଲେ କାହାର ଦାବିପ୍ରତି ସରକାର କର୍ଣ୍ଣପାତ କରିନଥିଲେ

ତେବେ ସରକାର ସବୁବେଳେ କୃଷକମାନଙ୍କୁ ଉପେକ୍ଷିତ ଓ ଶୋଷିତ କରୁଥିବା ଅଭିଯୋଗ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ । ବିଧାନସଭା ଓ ଲୋକସଭା ପରି ଲୋକତନ୍ତ୍ରରେ ଜନସ୍ବାର୍ଥ କାର୍ଯ୍ୟ କରାଯାଉନାହିଁ । ଏପରିକି ମିଲରଙ୍କ ଶୋଷଣରୁ ଅଘୋଷିତ କଟନି, ଛଟନି ନେବା ବିଧାନସଭାରେ କଥା ଉଠିଲା ମାତ୍ରେ କାର୍ଯ୍ୟାନୁଷ୍ଠାନ ଶୂନ ରହୁଛି । ଗଣତନ୍ତ୍ରରେ ଓଡିଶାର ନ୍ୟାୟପୂର୍ଣ୍ଣ ଦାବି ହାସଲ କରିବାରେ ବିଫଳ ହୋଇଛନ୍ତି କୃଷକ..

Related Post

Leave a Reply

Your email address will not be published. Required fields are marked *

You Missed