Spread the love

ମାଲକାନଗିରି ମୋବାଇଲ ଦୋକାନରୁ କାନ୍ଥ ଭାଙ୍ଗି ଲୁଟିନେଲେ ସବୁ ମୋବାଇଲ.

ଗୋଟିଏ କି ଯୋଡ଼ିଏ ନୁହେଁ, ଲକ୍ଷେ କି ଦୁଇ ଲକ୍ଷ ଟଙ୍କାର ନୁହଁ। କାନ୍ଥ ଭାଙ୍ଗି ୭ ବସ୍ତାର ଦେଢ଼ କୋଟିରୁ ଅଧିକ ଟଙ୍କାର ମୋବାଇଲ ଫୋନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମାଲକାନଗିରିର ଏକ ମୋବାଇଲ ଦୋକାନରୁ ଏସବୁ ଲୁଟ୍ ହୋଇଛି।ଗଲାବେଳେ ରାସ୍ତାରେ ବସ୍ତାଏ ମୋବାଇଲ ଫୋଫାଡ଼ି ଦେଇ ଗଲେ.ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ମୋବାଇଲ ର ଖୋଳ କାଢି ଫୋଫାଡ଼ି ଦେଇଗଲେ

Leave a Reply

Your email address will not be published. Required fields are marked *