Spread the love

ତା ୦୮.୦୧.୨୦୨୫ରିଖର
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି –😁–

“ମନୁଷ୍ୟଗଣ ପୁଋଣା ତଥା ଚିରାଫଟା ପୋଷାକକୁ ପରିତ୍ୟାଗକରି ନୁଆ ପୋଷାକ ପିନ୍ଧିବାଭଳି, ଆତ୍ମା ପୁଋଣା ଶରୀରକୁ ଛାଡି ନୁଆ ଆତ୍ମାରେ ପ୍ରବେଶ କରିଥାଏ”।

(वासांसि जीर्णानि यथा विहाय नवानि गृह्णाति नरोऽपराणि। तथा शरीराणि विहाय जीर्णा- न्यन्यानि संयाति नवानि देही।।

-श्रीभगवद्गीता 2.22
जैसे मनुष्य जगत में पुराने जीर्ण वस्त्रों को त्याग कर अन्य नवीन वस्त्रों को ग्रहण करते हैं, वैसे ही जीवात्मा पुराने शरीर को छोड़कर नवीन शरीरों को प्राप्त करती है।
Just as human beings shed their old and worn-out clothes and don new attire, the atma (also referred to as dehi or soul) sheds an old and worn-out body to don a new body. |Bhagavad Gita – 2.22. |)
…….. 🌟…….
ସମୟର ପରିବର୍ତ୍ତନ ସହିତ ତାଳ ଦେଇ, କେହି କେହି ଦୈନିକ ଅନେକ ହଳପୋଷାକ ପରିତ୍ୟାଗ କରି ନୁଆ ପିନ୍ଧିବା ସହିତ ଭାଙ୍ଗିରୁଜି ଯାଇନଥିବା ସରକାରୀଘରକୁ ପରିତ୍ୟାଗ କରି, ଜନତାଙ୍କ ଟିକସ ଅର୍ଥରୁ ୫୦ ରୁ ୫୦୦ କୋଟି ଟଙ୍କାର ନୁଆଘର ତିଆରି କରୁଛନ୍ତି।

୫୦୦ କୋଟି ବାଲା ୫୦ କୋଟିବାଲାଙ୍କ ଘରର ନାମକରଣ
” ଅମୁକମହଲ” କରୁଛନ୍ତି ତ, ୫୦ କୋଟିବାଲା ଓଲଟି ପଡି ଆମ ଓଡ଼ିଆ ଲୋକକଥା ” ଗୋଦରୀ ଲୋ ନିଜ ଗୋଡ଼କୁ ଅନା” ଆଧାରରେ , ୫୦୦ କୋଟିବାଲାଙ୍କ ଘରକୁ ” ସମୁକମହଲ” ନାମିତ କରୁଛନ୍ତି।

 ଆଉ ଟିକସଦାତାଏ, ନିଜ ଟିକସରୁ ମାଗଣାଦାନା ପାଇ ଖୁସିରେ ମସଗୁଲ।

Leave a Reply

Your email address will not be published. Required fields are marked *