ସ୍ନେହି ସମାଜ, ବ୍ରହ୍ମପୁର
ସନ୍ଧ୍ୟା ୬.୦୦ଟା ସମୟରେ ନନ୍ଦନ ଇନ୍ଟରନେସନାଲ ରେ ସଭାପତି ଶ୍ରୀଯୁକ୍ତ ରଘୁନାଥ ସାହୁ ( ଚିଲିକା ପୂର୍ବତନ ବିଧାୟକ) ଙ୍କ ର ଉପସ୍ଥିତି ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭା ରେ ରବିନ୍ଦ୍ର ସାହୁ, ଅଶୋକ କୁମାର ସାହୁ, ସୁସାନ୍ତ ସାହୁ, ସୂର୍ଯ୍ୟ ନାରାୟଣ ସାହୁ, ବାବୁଲି ସାହୁ, ଅଶ୍ୱିନୀ ସାହୁ ଋଷିଦେବ ସାହୁ , ଶିବରାମ ସାହୁ, Er ମୃତ୍ୟୁଞ୍ଜୟ ସାହୁ, Er ସସ୍ମିତା ସାହୁ, ଓ ବିଜିୟ ସାହୁ, ସୁବାସ ସାହୁ ରଂଜିତ ପ୍ରସାଦ ସାହୁ, ମନୋରଞ୍ଜନ ସାହୁ, ପ୍ରକାଶ ସାହୁ,କବି ସାହୁ ଉପସ୍ଥିତ ଥିଲେ ।
୧. ପୁରୀ ସ୍ଥିତ କୁବେର ଧର୍ମଶାଳାର ପୁନଃଉଧାର ନିମନ୍ତେ ପ୍ରତିସୂତି ଅନୁଦାନ ରାଶି ରୁ ଆଜି ଟ. ୫ ଲକ୍ଷ ପୈଠ ଦିଆଗଲା ଓ ବାକିଥିବା ବଳକା ରାଶି ଅତିଶିଘ୍ର ପଇଠ କରିବା ଲାଗି ପ୍ରତିସୃତି ପ୍ରଦାନ କାଲେ ।
୨. ପୂର୍ବତନ ସପ୍ତରାଜ୍ୟ ତୈଳିକ ସମାଜ ର ସଭାପତି ଶ୍ରୀ ଅଶୋକ କୁମାର ସାହୁ କ ପ୍ରସ୍ତାବ ଅନୁଯାଇ ତତ୍କାଳିନ ଏକ ୨୧ଜଣିଆ କମିଟି ଗଠନ କରାଯାଇ, ଆମ ଜାତି ର ଗର୍ବ ତେଲି ଘଣା କୁ ସର୍ବ ଜନିନ ଭାବେ ପୁନଃଉଧାର କରାଯାଇ ଜାତି ର ଗରିବ ଓ ବେକାର ଯୁବକ ଯୁବତି ମାନଙ୍କୁ ଆର୍ଥିକ ବ୍ୟବସାୟ ରେ ସହାୟତା ପ୍ରଦାନ କରି ପୁନଃ ଜୀବିତ କରିବା ଲାଗି ସ୍ଥିର କରାଗଲା ।
୩. ପ୍ରତି ରବିବାର ଦିନ ସନ୍ଧ୍ୟା ରେ ବୈଠକ ରଖିବା ପାଇଁ ସ୍ଥିର କରାଗଲା ।