Spread the love

ମାଗଣା ରାସନ ପାଉଥିବା ହିତାଧିକାରୀଙ୍କୁ ଝଟକା। ଚାଉଳ ସହ ମିଳିବନି ଗହମ। ଉପଭୋକ୍ତାଙ୍କୁ ମିଳିବନି ପିଡିଏସ୍ ଗହମ। ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଜାନୁଆରି ମାସରୁ ଗହମ ଦେବେ ବୋଲି କହିଥିଲେ।

ହିତାଧିକାରୀଙ୍କୁ ୪ କିଲୋ ଚାଉଳ ସହ କିଲେ ଗହମ ଦେବାକୁ ବ୍ୟବସ୍ଥା ହୋଇଥିଲା। କେନ୍ଦ୍ର ସରକାର କିଛି ପରିମାଣର ଗହମ ମଞ୍ଜୁର କରିଥିଲେ ବି ପରିବହନ ଏବଂ ଗୋଦାମ ପ୍ରସ୍ତୁତ କରିବାକୁ ସମୟ ଲାଗୁଛି।

Leave a Reply

Your email address will not be published. Required fields are marked *