Spread the love

ମୁଁ ସେଠି ଉପରକୁ ଯାଉଥିଲି ସେ ବାମ ପଟେ ମୁଣ୍ଡରେ ରୁମାଲ ଦେଇ ଆସୁଥିଲେ ମୁଁ ନମସ୍କାର କରି କହିଲି ଭାଇନା କଣ ହେଇଛି ,ସେ କହିଲେ ରାହୁଲ ଗାନ୍ଧୀ ଠେଲି ଦେଲା “ଡିପ କଟ”ହେଇଛି ମୁଁ କହିଲି କାହିଁ ମୋତେ ଟିକେ ଦେଖେଇଲେ, ମୋତେ ମନା କରି କହିଲେ ନାଇଁ ନାଇଁ,,,

ମୋତେ କିଛି ଦେଖେଇଲେ ନାହିଁ,, ଆଉ ତାଙ୍କ ମୁଣ୍ଡ ରେ ଯୋଉ ରୁମାଲ ଦେଇଥିଲେ ପୁରା ଧଳା ଚକ୍ ଚକ୍ ଦେଖାଯାଉଥିଲା କୋଉଠି କିଛି ରକ୍ତ ଲାଗି ନଥିଲା,,

ତେଣୁ ଡିପ କଟ କେମିତି ହେଲା,, ତାଙ୍କ ଧଳା କୁର୍ତ୍ତା ରେ ବି ଟିକେ ଦାଗ ଦେଖା ଯାଉ ନ ଥିଲା,, ଏମିତି କେମିତି ମିଛ ଗୁଡାକ କହୁଚନ୍ତି ଭାବିଲି, ବାକି ଆପଣ ନିଉଜ କରନ୍ତୁ, ଯାହା ଅଙ୍ଗେ ଲିଭେଇଲି ସତ କହିଲି,, ସୁଲତା ଦେଓ, ସାଂସଦ

Leave a Reply

Your email address will not be published. Required fields are marked *

You Missed