ବାରଙ୍ଗ;; ୧୬/୧୨କଟକ ଜିଲ୍ଲା ସ୍ଥିତ କୁଞ୍ଜବିହାରୀ ମହାବିଦ୍ୟାଳୟ ୧୯୯୨ରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ମହାବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି, ପୁରାତନ ଛାତ୍ର ମନୋରଞ୍ଜନ ପରିଜା ଙ୍କ ନେତୃତ୍ବରେ ଏବଂ ଜାନକୀବଲ୍ଲଭ ପଟ୍ଟନାୟକ ଓ ଖିତିଶ ପଟ୍ଟନାୟକ ଙ୍କ ସହଯୋଗରେ ଏକ ଭୋଜି ର ଆୟୋଜନ କରାଯାଇଥିଲା,
ତା ସହିତ ସାଥୀ ଛାତ୍ର ବରଦା କାନ୍ତ ରାୟ ଜୟନ୍ତ ସ୍ୱାଇଁ ରଞ୍ଜନ ମହାନ୍ତି ଆଶୁତୋଷ ମିଶ୍ର କୈଳାସ ବାରିକ ଦୁର୍ଗା ରଥ ଗୁନୁ ପଟ୍ଟନାୟକ ଅମିତା ସେନାପତି ନର୍ମଦା ସ୍ୱାଇଁ ସରୋଜ ପ୍ରଧାନ ଧନୁ ପ୍ରଧାନ ପ୍ରତାପ ବାରିକ ପ୍ରହଲ୍ଲାଦ ରାଉତ ସନ୍ତୋଷ ବେହେରା ବିଜୟ ମଲ୍ଲିକ ଅଜୟ ମହାନ୍ତି, ଇନ୍ଦ୍ରମଣି, ଦୁଷ୍ମନ୍ତ, ବିନୋଦିନୀ, ଚିତ୍ତରଞ୍ଜନ ଓ ରାଜଲକ୍ଷ୍ମୀ ଙ୍କ ଉପସ୍ଥିତି ରେ ବିଦ୍ୟାଳୟ ର ଭବିଷ୍ୟତ ପାଇଁ ବିଭିନ୍ନ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ନିଷ୍ପତି ନିଆଯାଇଥିଲା,
ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ କାର୍ଯ୍ୟକ୍ରମକୁ ତୁଲାଇବା ରେ ସୁବାସ ପାତ୍ର ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା, ଏହି ବୈଠକରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ। ଲିପି ପୁଷ୍ପା ନାୟକ ଏବଂ ଅଧ୍ୟାପକ ବାବୁରାମ ପରିଡ଼ା ଜ୍ଞାନ ରଞ୍ଜନ ମହାପାତ୍ର ବିମଳ ଚନ୍ଦ୍ର ଦାସ, ଓ କାଳୀ ଚରଣ ପଟ୍ଟନାୟକ ଉପସ୍ଥିତ ରହି ନିଜର ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ,,