Spread the love

“ଜଳ ହି ଜୀବନ” ଅନ୍ତର୍ଗତେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ର ଲୋକାର୍ପଣ। କଟକ ମାଲଗୋଦାମ ଛତ୍ରବଜାର ସଂଲଗ୍ନ ରାସ୍ତାରେ ଜନସାଧାରଣ ଙ୍କ ସେବାରେ ପାନୀୟ ଜଳର ବ୍ୟବସ୍ତା କଲେ

ବିଶିଷ୍ଠ ବ୍ୟବସାୟୀ ଓ ରାଜନୀତିଜ୍ଞ ସ୍ବର୍ଗତ ହରେକୃଷ୍ଣ ଚୌଧୁରୀ ଓ ତାଙ୍କ ବୋହୂ ସ୍ବର୍ଗତ ମଞ୍ଜୁବାଳା ଚୌଧୁରୀ ଙ୍କ ସ୍ମୁତି ରେ
ରମେଶ କୁମାର ଚୌଧୁରୀ ଓ ତାଙ୍କ ମାତା ବିମଳା ଦେବୀ ଚୌଧୁରୀଙ୍କ ଦ୍ଵାରା ଏବଂ
ବିଶିଷ୍ଟ ସାମ୍ବାଦିକ ଅରୁଣ ପଣ୍ଡା
ଚତ୍ର ବଜାର ପୂଜା କମିଟି ଅଧିକାରୀ ଦେବେନ୍ଦ୍ର ସାହୁ ସହିତ କମିଟି ଓ ଯୁବ ସଂଘ୍ ର ଗଣ ମନ୍ୟ ସଦସ୍ୟ ଉପସ୍ଥିତି ଥିଲେ ।
ମାଲଗୋଦାମ ପୂଜା କମିଟି,କଟକ ବଣିକ ସଂଘ୍,ଚାଉଳ ବ୍ୟବସାୟ ସଂଘ୍,ଓ ଖୁଚୁରା ବ୍ୟବସାୟ ସଂଘ୍ ର ମିଳିତ ସମାବେଶ ରେ ଉପସ୍ଥିତ ଥିଲେ।
ଧର୍ମାନନ୍ଦ ପାତ୍ର,ପ୍ରଫୁଲ୍ଲ କୁମାର ଛାଟୋଇ,
ସୁନିଲ ପାତ୍ର,ମଧୁ ରାଉତ,ହେମନ୍ତ ପାଣ୍ଡେ, ବିନୋଦ ସାହୁ,
ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ କଟକ ଶାଖା ସଭାପତି ଦିନେଶ ଯୋଶୀ ଙ୍କ ସହ ସୁରେଶ କମାଣି, ପୱନ୍ ତାୟାଲ୍,
ସୁଭାଷ କେଡ଼ିଆ, ପୁରୁଷୋତ୍ତମ ଅଗ୍ରୱାଲ,
ନିର୍ମଳ ପୂର୍ଵା, କମଲ ଅଗ୍ରୱାଲ, ପଦମ୍ ଭାବସିନକା ସହିତ ବହୁ ବରିଷ୍ଠ ସଭ୍ୟ ମାନେ ଉପସ୍ଥିତ ଥିଲେ ।
ଶ୍ରୀ ଜୀଣ ମାତା ପ୍ରଚାର ସମିତି ସଭାପତି ବିଶ୍ଵନାଥ ଚୌଧୁରୀ,ସମ୍ପାଦକ ପ୍ରମୋଦ ଅଗ୍ରୱାଲ, ସହ ଅନ୍ୟ ବହୁ ସଭ୍ୟ ଉପସ୍ଥିତ ରହି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ର ଲୋକାର୍ପଣ କରାଗଲା

Leave a Reply

Your email address will not be published. Required fields are marked *