Spread the love

ମୋଦୀ ଶାହା ଗୋ ବ୍ୟାକ ନାରା ଦେଇ, କଳା ବେଲୁନ ଉଡ଼ାଇ ଲୋକସେବା ଭବନ ଆଡ଼କୁ ଗଲା ବେଳେ ଯୁବ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ । ଲୋୟର ପିଏମଜି ଠାରେ ମୁହାଁମୁହିଁ ।

କଡା ସୁରକ୍ଷା ବଳୟରେ ଅଛି ଲୋକସେବା ଭବନ ସମେତ ପୁରା ଭୁବନେଶ୍ବର

ଲୋକସଭା ଭବନ ଠାରେ ଚାଲିଛି DGP ସମ୍ମିଳନୀ

ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ବରିଷ୍ଠ ଅଧିକାରୀ ଏବଂ ସମସ୍ତ ରାଜ୍ୟର ପୋଲିସ ମୁଖ୍ୟ

ଲୋକସଭା ଭବନରେ ପ୍ରଧାନମନ୍ତ୍ରୀ ମୋଦି

ଗୃହମନ୍ତ୍ରୀ ଅମିତ ଶାହ ଓ ଅଜିତ ଡୋଭାଲ ଉପସ୍ଥିତ
ଆଜି ଡିଜିପି ଓ ଆଇଜିପି ସମ୍ମିଳନୀର ଦ୍ବିତୀୟ ଦିନ
ସବୁ ରାଜ୍ୟର ଡିଜି ଓ ଆଇଜି ଉପସ୍ଥିତ

Leave a Reply

Your email address will not be published. Required fields are marked *