Spread the love

ପୂର୍ବତନ ଆଇଏଏସ ଭି କାର୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତିକେୟନ ପାଣ୍ଡିଆନ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ନିର୍ବାଚନ ପରେ ଛୁଟିରେ ଥିଲେ ତାଙ୍କୁ ଅର୍ଥ ବିଭାଗର ସୋତନ୍ତ୍ର ସଚିବ ଭାବେ ଦାଇତ୍ୱ ତୁଲାଇବେ

ବରିଷ୍ଟ ଆଇଏଏସ ସୁଜାତା କାର୍ତିକେୟନ ପାଣ୍ଡିଆନ ଗତ ମେ’ ମାସ ୩୧ରୁ ୬ ମାସ ଅର୍ଥାତ ନଭେମ୍ବର ୨୬ ଯାଏଁ ଛୁଟି ନେଇଥିଲେ ଏବଂ ରାଜ୍ୟ ସରକାର ମଧ୍ୟ ତାହା ମଂଜୁର କରିଥିଲେ।

Leave a Reply

Your email address will not be published. Required fields are marked *

You Missed